Thursday, 24 November 2022

OSSA demands Central Secretariat pay structure

ଆଜି ରାଜ୍ୟ ସଚିବାଳୟ ସେବାସଂଘର ସଭ୍ୟ, ସଭ୍ୟା ବହୁ ସଂଖ୍ୟାରେ ଲୋକସେବା ଭବନ ପରିସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ , ନିକଟ ଅତୀତରେ ସରକାର ତା’ଙ୍କ କ୍ୟାଡ଼ରର ପ୍ରଥମ ଶ୍ରେଣୀ ପାହ୍ୟାରେ ପଦବୀ ସୃଷ୍ଟି କରି ପଦୋନ୍ନତି ପାଇଁ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ , ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ , ଗୃହ ସଚିବଙ୍କୁ ଧନ୍ୟବାଦ ଜଣାଇବା ସହିତ ସଂଘ ତରଫରୁ କୃତଜ୍ଞତା ଜଣାଇଥିଲେ ।

ସେହିପରି ସଂଘର ୩ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିଲା। 

୧) ଏଏସ୍ଓ ପଦବୀର ଦରମା କେନ୍ଦ୍ରୀୟ ସଚିବାଳୟ ହାର ସହିତ ସମାନ କରିବା

୨) ଡେସ୍କ ଅଫିସର ପଦବୀକୁ ପ୍ରଥମ ଶ୍ରେଣୀ ପାହ୍ୟା କରିବା

୩) ଏଏସ୍ଓ ପରୀକ୍ଷା କୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଅନ୍ତଭୁର୍କ୍ତ କରିବା












No comments: