Wednesday, 16 November 2022

Regularisation of Contractual employees : Pay fixation procedure in Odia

ତା ୧୭। ୧୦। ୨୦୨୨ ରିଖ ଠାରୁ ରାଜ୍ଯର ସମସ୍ତ ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ମାନଙ୍କୁ ନିୟମିତ ହାରରେ ବେତନ ଦିଆଯିବ। ଏଥିପାଇଁ ନିୟମାବଳୀ ନିମ୍ନରେ ଦିଆଗଲା। 

        GA & PG Deptt 31968 Dt.14.11.2022

୧) ଯଦି ଜଣେ ଗ୍ରୁପ-ସି କର୍ମଚାରୀ ୨୦୧୪ ମସିହାରେ ଚାକିରୀରେ ଯୋଗ ଦେଇଥାଏ, ତେବେ ପ୍ରତି ବର୍ଷର ବେସିକ୍ ପେ ନିମ୍ନରେ ଦିଆଗଲା। 
୨୦୧୪ ବର୍ଷ : ୫୨୦୦ + ୧୯୦୦ = ୭୧୦୦
୨୦୧୫ ବର୍ଷ : ୭୧୦୦ + ୩% ବ୍ରୁଦ୍ଧି = ୭୩୧୩ --> ୭୩୨୦
୨୦୧୬ ବର୍ଷ : ୭୩୨୦ × ୨.୫୭ = ୧୮୮୧୩ -->୧୯୯୯୦ (C1, L4) 
୨୦୧୭ ବର୍ଷ : ୨୦୫୦୦
୨୦୧୮ ବର୍ଷ : ୨୧୧୦୦
୨୦୧୯ ବର୍ଷ : ୨୧୭୦୦
୨୦୨୦ ବର୍ଷ : ୨୨୪୦୦
୨୦୨୧ ବର୍ଷ : ୨୩୧୦୦
୨୦୨୨ ବର୍ଷ : ୨୩୮୦୦


୨) ଯଦି ଜଣେ ଗ୍ରୁପ-ସି କର୍ମଚାରୀ ୨୦୧୫ ମସିହାରେ ଚାକିରୀରେ ଯୋଗ ଦେଇଥାଏ, ତେବେ ପ୍ରତି ବର୍ଷର ବେସିକ୍ ପେ ନିମ୍ନରେ ଦିଆଗଲା। 
୨୦୧୫ ବର୍ଷ : ୫୨୦୦ + ୧୯୦୦ = ୭୧୦୦
୨୦୧୬ ବର୍ଷ : ୭୧୦୦ × ୨.୫୭ = ୧୮୨୪୭ -->୧୯୯୯୦ (C1, L4) 
୨୦୧୭ ବର୍ଷ : ୨୦୫୦୦
୨୦୧୮ ବର୍ଷ : ୨୧୧୦୦
୨୦୧୯ ବର୍ଷ : ୨୧୭୦୦
୨୦୨୦ ବର୍ଷ : ୨୨୪୦୦
୨୦୨୧ ବର୍ଷ : ୨୩୧୦୦
୨୦୨୨ ବର୍ଷ : ୨୩୮୦୦

୩) ଯଦି ଜଣେ ଗ୍ରୁପ-ସି କର୍ମଚାରୀ ୨୦୧୬ ମସିହାରେ ଚାକିରୀରେ ଯୋଗ ଦେଇଥାଏ, ତେବେ ପ୍ରତି ବର୍ଷର ବେସିକ୍ ପେ ନିମ୍ନରେ ଦିଆଗଲା। 
୨୦୧୬ ବର୍ଷ : ୧୯୯୯୦ (C1, L4) 
୨୦୧୭ ବର୍ଷ : ୨୦୫୦୦
୨୦୧୮ ବର୍ଷ : ୨୧୧୦୦
୨୦୧୯ ବର୍ଷ : ୨୧୭୦୦
୨୦୨୦ ବର୍ଷ : ୨୨୪୦୦
୨୦୨୧ ବର୍ଷ : ୨୩୧୦୦
୨୦୨୨ ବର୍ଷ : ୨୩୮୦୦

ବାର୍ଷିକ ବେତନ ବ୍ରୁଦ୍ଧି ତାରିଖ 
(Annual Increment Date) 

# ଯଦି ୨୦୧୬ ର ବେସିକ ପେ  Cell 1 ରେ ଥାଏ ତେବେ ପରବର୍ତ୍ତୀ ୨୦୧୭ ର ବେତନ ବ୍ରୁଦ୍ଧି ( Increment) ୦୧। ୦୧। ୨୦୧୭ରୁ ଲାଗୁ ହେବ। 
# ଯଦି ୨୦୧୬ ର ବେସିକ ପେ  Cell 2 କୁ ଆସିଯାଏ, ତେବେ ପରବର୍ତ୍ତୀ ୨୦୧୭ ର ବେତନ ବ୍ରୁଦ୍ଧି ( Increment) ଚାକିରୀରେ ଯୋଗ ଦେବା ତାରିଖ ଅନୁଯାୟୀ ହେବ। 
ଉଦାହରଣ :  ତା. ୨୩।୦୫।୨୦୧୪ରିଖରେ ଚାକିରୀ କରିଥିଲେ, ୨୩।୦୫।୨୦୧୭ ଠାରୁ  increment ଲାଗୁ ହେବ। 



No comments: