Tuesday 1 August 2023

Carrom Tournament : Snehasmita and Swarnmanjari enters Final

ST&SC Development Department  ସାଂସ୍କୃତିକ ପରିଷଦ ତରଫରୁ ଗତ ତା ୨୫.୦୭.୨୦୨୩ ରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଆନ୍ତଃବିଭାଗୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟର ମହିଳା ଓପନ ସିଙ୍ଗଲସ ବିଭାଗରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱରାଷ୍ଟ୍ର ବିଭାଗର ଉଭୟ ସ୍ନେହସ୍ମିତା ସାହୁ ଏବଂ ସ୍ୱର୍ଣ୍ଣ ମଞ୍ଜରୀ ପ୍ରଧାନ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛନ୍ତି। ଆସନ୍ତା ତା ୧୦।୦୮।୨୦୨୩ ରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। 

ଉକ୍ତ ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ ଗୁଡିକର ଫଳାଫଳ ଜାଣିବା ପାଇଁ ଏହି ଲିଙ୍କରେ Match Results କ୍ଲିକ କରନ୍ତୁ। 

No comments: