Friday 4 August 2023

Carrom Tournament : Transport, ST&SC, Panchayatiraj and School Mass enters Semifinal

03.08.2023 : ST&SC Development Department  ସାଂସ୍କୃତିକ ପରିଷଦ ତରଫରୁ ଗତ ତା ୨୫.୦୭.୨୦୨୩ ରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଆନ୍ତଃବିଭାଗୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟର ବିଭାଗୀୟ ପୁରୁଷ ଟିମ ବିଭାଗରେ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ  (1) ST&SC Dev (2) Transport (3) Panchayatiraj & Drinking Water (4) School & Mass Education ବିଭାଗ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଆସନ୍ତା ତା ୯।୦୮।୨୦୨୩ ରିଖରେ ଏହି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। 


ଉକ୍ତ ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ ଗୁଡିକର ଫଳାଫଳ ଜାଣିବା ପାଇଁ ଏହି ଲିଙ୍କରେ Match Results କ୍ଲିକ କରନ୍ତୁ।  

No comments: