![]() |
![]() |
![]() |
FULL SONG:
ବନ୍ଦେ ଉତ୍କଳ ଜନନୀ,
ଚାରୁ ହାସମàŸୀ ଚାରୁ à¬ାଷମàŸୀ,
ଜନନୀ, ଜନନୀ, ଜନନୀ॥
ପୂତ-ପàŸୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋà¬ିତ-ତୀରା,
ଶୁà¬୍ର ତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥
ଘନ ଘନ ବନà¬ୂମି ରାଜିତ ଅଙ୍ଗେ,
ନୀଳ à¬ୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ, ଜନନୀ, ଜନନୀ॥
ସୁନ୍ଦର ଶାଳୀ-ସୁଶୋà¬ିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା, ଜନନୀ, ଜନନୀ, ଜନନୀ॥
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋà¬ିତ-ବେଶା,
ପୁଣ୍àŸ à¬¤ୀର୍ଥାଚàŸ-ପୂର୍ଣ୍ଣ-ପ୍ରଦେଶା, ଜନନୀ, ଜନନୀ, ଜନନୀ॥
ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍à±à¬ୂମଣ୍ଡଳ-କୃତବର-ସ୍ନେହା, ଜନନୀ, ଜନନୀ, ଜନନୀ॥
କବିକୁଳମୌଳି ସୁନନ୍ଦନ-ବନ୍ଦ୍àŸା,
à¬ୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍àŸା,
ଧନ୍àŸେ, ପୁଣ୍àŸେ, ଚିରଶରଣ୍àŸେ, ଜନନୀ, ଜନନୀ, ଜନନୀ॥
----------
ABOUT THE SONG:
Bande Utkala Janani is an Odia patriotic poem written by Kantakabi Laxmikanta Mohapatra. When Odisha became a state on 1 April 1936, this poem was made the state song of Odisha.
This song was first sung at the Utkal Sammilani's Conference at Balasore in 1912, This song was used as a weapon by the Utkal Sammilani to emancipate Odisha. In a meeting at Bhadrak, where the poet Kantakabi was felicitated, the then young leader of Odisha Harekrushna Mahtab admitted that the poet Laxmikanta's patriotic songs have inspired him a lot.
It was made compulsory at the end of any Odisha Legislative Assembly Session and in the beginning of school prayer in State Govt. schools in Odisha during the 1990s.