Thursday, 23 September 2021

Appointment of State Chief Information Commissioner, Odisha

Induction of Gr. C employees to the post of ASO

ASO Preparation Strategy : Motivation

ପାଠକ ମାନଙ୍କୁ ସ୍ୱାଗତ। ଆଶାକରୁଛି ୨୦ ଦିନିଆ ଯୋଜନା ଅନୁଯାୟୀ ଅନେକ ବନ୍ଧୁ ପ୍ରସ୍ତୁତି ଆରମ୍ଭ କରିଥିବେ। ASO Preparation Strategy: Days 6-20 ଆସନ୍ତା ୨୫ ତାରିଖରେ ସରିବ। ତେଣୁ ଆସନ୍ତା ତା ୨୬.୦୯.୨୦୨୧ ରିଖରେ ଏକ  Practice Set  ଦିଆଯିବାର ଥିଲା। କିନ୍ତୁ  OSSC  ଚଳିତ ମାସରେ ଲଗାତର ଭାବେ ଗୋଟିଏ ପରେ ଗୋଟିଏ ପରୀକ୍ଷା କରି ଫଳାଫଳ ବାହାର କରିଆସୁଛି। ତେଣୁ ଅଧିକାଂଶ ପରୀକ୍ଷାର୍ଥୀ ସେଥିପାଇଁ ବ୍ୟସ୍ତ ରହୁଛନ୍ତି।

Tuesday, 21 September 2021

Thursday, 16 September 2021

SAD NEWS : Dillip Kumar Agrawalla, Additional Secretary passed away

Sri Dillip Ku Agrawalla (OSS), Addl Secy, Health & FW Deptt passed away today morning at the age of 57 years. (His retirement was on 31.10.2024)

High Court ASO & Secretariat ASO : a comparison

As the designations are same, most of the Govt job aspirants may have the doubt regarding job profile of High Court ASO and Secretariat ASO. Here, it's a small effort to reach all of them with a comparative analysis. 

Tuesday, 14 September 2021

Quarter allotment for September, 2021

Quarter allotment for September, 2021 has been published by GA&PG department in e-Quarter website. 

 If a quarter is allotted to you ....
👉Take print out of the draft allotment order (in duplicate) from website using your user ID and password and sign it as a token of acceptance.

Monday, 13 September 2021

ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ୱର୍ଗତ ଅକ୍ଷୟ ମହାକୁଡଙ୍କୁ ଶ୍ରଦ୍ଧାଞ୍ଜଳି

ଆମର ପ୍ରିୟ ବନ୍ଧୁ ତଥା ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅବିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଆଜି ସନ୍ଧ୍ୟା ଘ.୬.୩୦ ମି. ସମୟରେ OSSA House, Unit-3 ରେ ନୀରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା। କୋଭିଡ କଟକଣା ଓ ଲଗାଣ ବର୍ଷା ଯୋଗୁଁ କୌଣସି ସଭା ହେଲା ନାହିଁ। କେବଳ କିଛି ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଅକ୍ଷୟ କୁମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। 

Transformation of Konark Sun Temple

Saturday, 11 September 2021

ASO preparation strategy : Day 6 - 20

ସମସ୍ତଙ୍କୁ "ନୂଆଖାଇ" ଜୁହାର
***
After a thorough knowledge on question pattern from previous year questions and reference books in first 5 days, you can go through next 10 days routine study. Although time is sufficient to cover these portions, still then some candidates may take more time. But, as earlier I have told, first go through the text book reading, then reference books and finally practice tests. Let's see.