Friday, 22 September 2023

Smt Pramila Mallick elected as Speaker of Odisha Assembly

Smt PRAMILA MALLICK
 
  List of Honourable Speakers as on 22/09/2023
Sl no.   Member Name Tenure From Tenure To
1Shri Bikram Keshari Arukha13/06/202212/05/2023
2Dr. Surjya Narayana Patro01/06/201904/06/2022
3Shri Pradip Kumar Amat16/05/201731/05/2019
4Shri Niranjan Pujari26/05/201406/05/2017
5Shri Pradip Kumar Amat25/05/200920/05/2014
6Late Kishore Kumar Mohanty19/08/200825/05/2009
7Late Prahlad Dora31/03/200819/08/2008
8Shri Maheswar Mohanty21/05/200431/03/2008
9Late Sarat Kumar Kar10/03/200021/05/2004
10Shri Chintamani Dyan Samantra16/02/199610/03/2000
11Shri Kishore Chandra Patel22/03/199514/01/1996
12Late Yudhisthir Das09/03/199022/03/1995
13Late Prasanna Kumar Dash(Baripada)14/02/198509/03/1990
14Late Prasanna Kumar Dash(Baripada)22/02/198414/02/1985
15Shri Somanath Rath12/06/198011/02/1984
16Late Satyapriya Mohanty01/07/197712/06/1980
17Late Braja Mohan Mohanty21/03/197401/07/1977
18Late Nandakishore Mishra12/04/197121/03/1974
19Late Nandakishore Mishra18/03/196712/04/1971
20Late Lingaraj Panigrahi01/07/196118/03/1967
21Late Nilakantha Das27/05/195701/07/1961
22Late Nandakishore Das06/03/195227/05/1957
23Late Lal Mohan Patnaik29/05/194606/03/1952
24Late Mukunda Prasad Das28/07/193729/05/1946

Thursday, 21 September 2023

Sad demise of two ex-OSS officers

We extend our condolences for the loss of following two ex-officers of OSS Cadre

20.09.2023 : Sad to inform all that Sri Prasant Kumar Acharya, retired as Joint Secretary from Forest & Environment Department in  March, 2023 breathed his last this evening after suffering from Cancer for the last couple of years. May his pious soul get complete salvation. Om Shanti.🙏🙏

19.09.2023 : Sad to inform about the unnatural death of Smt. Susmita Minz, Ex-ASO, PR&DW Department who had joined as Assistant Collector, O/o the ADM, Rourkela. Her body was found in the pond of a newly constructed sensory park, Rourkela. May her soul rest in peace. 🙏

Tuesday, 19 September 2023

Strengthening security wings : Creation of 203 posts


37233 Dt.13.09.2023

Preventive measures for violence and lynching by mob

ଭିଡ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପ୍ରେସ୍ ବିବୃତି ଜାରି କରାଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ ପ୍ରକାଶ କରିଛନ୍ତି ଯେ, "ଭିଡ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ଯକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।" 



42519 Dt.06.10.2018

NTA published Examination Calendar for Academic Year 2024-25



TPCODL offers rebate for timely payment of bill

ଶୂନ ବକେୟା ସହିତ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି ନିଜର ମାସିକ ବିଦ୍ୟୁତ ବିଲ୍ ପେମେଣ୍ଟ କଲେ ମିଳିବ ଆକର୍ଷଣୀୟ ରିହାତି l ୪%ର ଡିଜିଟାଲ ରିହାତି ସହ ଧାର୍ଯ୍ୟ ସମୟ ମଧ୍ୟରେ ବିଲ୍ ପୈଠ କରି ଆପଣ ୟୁନିଟ୍ ପିଛା ପାଇପାରିବେ ୧୦ ପଇସା ରିହାତି l କେବଳ ଏତିକି ନୁହେଁ, ଏହାସହ ଯଦି ଆପଣ ଗ୍ରାମାଞ୍ଚଳ ଉପଭୋକ୍ତା ହୋଇଥାନ୍ତି ତାହେଲେ ୟୁନିଟ୍ ପିଛ ଆହୁରି ୧୦ ପଇସା ରିହାତି ଉପଲବ୍ଧ କରିପାରିବେ l

ଯଦି ଆପଣ ଯେ କୌଣସି ଡିଜିଟାଲ୍ ପେମେଣ୍ଟ୍ ମୋଡ୍ ଏବଂ ଧର୍ଯ୍ୟ ତାରିଖ ମଧ୍ୟରେ ସମସ୍ତ ୧୨ ମାସର ବିଲ୍ ପୈଠ କରନ୍ତି, ଏହାର ଫଳସ୍ୱରୁପ, ଆପଣ ୧ ମାସର ବିଲ୍ ସମାନ ରିହାତି ପାଇବେ।

Uncertainty over ASO Court Case : No hearing on 21st September

ASO Case Update :
1) No Hearing on 21st September
2) Govt prepares for writ appeal
3) New Division Bench w.e.f. 08.09.2023

ତାରିଖ ପରେ ତାରିଖ
-----
ଏବେ ସଚିବାଳୟ ଏଏସ୍ଓ ନିଯୁକ୍ତିର ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଥିବାରୁ ଗତ ଏକ ମାସ ଧରି ସମସ୍ତେ ପ୍ରାୟ ନିରବ ଥିଲେ।  ପ୍ରାୟ ଦେଢ ମାସର ସ୍ଥାଣୁତା ସତ୍ତ୍ବେ ମାନ୍ୟବର ଅଦାଲତଙ୍କ ଉପରେ ଭରସା ରଖି ରାୟ କିଛି ବି ହେଉ, ଯଥାଶୀଘ୍ର ଏହି ମାମଲାରେ ପୂର୍ଣ୍ଣଛେଦ ଆସୁ ବୋଲି ସମଗ୍ର ପରୀକ୍ଷାର୍ଥୀ ଚାହୁଁଥିଲେ। ହେଲେ, ସବୁଥର ଭଳି କୌଣସି ଚୁଡାନ୍ତ ନିଷ୍ପତ୍ତିର ତାରିଖ ପାଖେଇ ଆସିଲା ବେଳକୁ କିଛି ନା କିଛି କେଁ ଆସିଯାଉଛି। ଆଉ ସେ ଖବର ଆଖି ପିଛୁଳାକେ ହ୍ୱାଟସଆପରେ ଘୁରି ବୁଲିବା ସହିତ ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକାର ତର୍ଜମା କରାଯାଇ ପରୀକ୍ଷାର୍ଥୀ ମହଲରେ ମାନସିକ ଅସନ୍ତୁଳନ ସ୍ରୁଷ୍ଟି କରାଯାଉଛି। 
ଏହି ଘଟଣା ବହୁଳ ମାମଲାରେ, ଅତାଲତଙ୍କ ତାରିଖ ପରେ ତାରିଖ ବୋଧହୁଏ ସମସ୍ତଙ୍କୁ ଧୈର୍ଯ୍ୟହରା କରିସାରିଲାଣି। ବିଭିନ୍ନ ସ୍ତରରୁ ଯେତେ ସାନ୍ତ୍ବନା ମିଳିଲେ ମଧ୍ଯ ଏବେ ଜଣେ ଉଭୟ ଚୟନ ହୋଇଥିବା ଓ ହୋଇନଥିବା ବର୍ଗରୁ କେହି ବି ଏ ମାମଲାରେ ସନ୍ତୁଷ୍ଟ ନାହାଁନ୍ତି। 
ଏବେ ଗତ ଦୁଇଦିନ ଧରି ଦୁଇଟି କଥା ଚର୍ଚ୍ଚାରେ। କିନ୍ତୁ ଏ ସବୁକୁ କିଏ କେମିତି ବୁଝୁଛନ୍ତି ତାହା ସେମାନଙ୍କ ଉପରେ ନିର୍ଭର କରେ। ତେଣୁ ସମସ୍ତଙ୍କୁ କେବଳ ଆମ ତରଫରୁ ଗୋଟିଏ ସାନ୍ତ୍ବନା ଦେଇପାରିବା ଯେ ଆଉ ଟିକିଏ ଧୈର୍ଯ୍ୟ ଧରନ୍ତୁ। ସବୁ ଠିକ୍ ହେଇଯିବ। 

୧) ସେପ୍ଟେମ୍ବର ୨୧ ରେ ଶୁଣାଣି ହେବ ନାହିଁ : ଗତ ଅଗଷ୍ଟ ୯ ତାରିଖରେ ଡିଭିଜନ ବେଞ୍ଚ ଏଏସ୍ଓ ରିଟ୍ ଅପିଲକୁ ଗ୍ରହଣ କରି ଆସନ୍ତା ସେପ୍ଟେମ୍ବର ୨୧ କୁ ଶୁଣାଣି ପାଇଁ ସ୍ଥିର କରିଥିଲେ। କିନ୍ତୁ ଆଜି ହାଇକୋର୍ଟ ତରଫରୁ ପ୍ରକାଶିତ କେସ ଲିଷ୍ଟରେ ଏହି ମାମଲାଟି ନାହିଁ। ତେଣୁ ଆଗାମୀ କିଛି ଦିନ ପୁଣି ଅପେକ୍ଷା କରିବାକୁ ପଡିବ। 

୨) ଡିଭିଜନ ବେଞ୍ଚରେ ପରିବର୍ତ୍ତନ : ଆସନ୍ତା ତା୦୮.୦୯.୨୦୨୩ରିଖ ଠାରୁ ସପ୍ତାହର ବିଭିନ୍ନ ଦିନ ପାଇଁ କେଉଁ ବେଞ୍ଚରେ କେଉଁ କେଉଁ ଜଜ୍ ରହିବେ ତାହା ପ୍ରକାଶ ପାଇଛି। ଏଥିରେ ଏଏସ୍ଓ ପରୀକ୍ଷାର୍ଥୀଙ୍କ ନଜର ଅଛି ଗୁରୁବାର ପାଇଁ ଗଠିତ ବେଞ୍ଚ ଉପରେ। ଏଥିରେ ମୁଖ୍ଯ ବିଚାରପତିଙ୍କ ସହିତ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ରଖାଯାଇଛି। କିନ୍ତୁ ଗତ ତା୦୯.୦୮.୨୦୨୩ରିଖ ଦିନ ରିଟ୍ ଅପିଲର ଶୁଣାଣି କରି ଆସନ୍ତା ୨୧ ତାରିଖକୁ ଧାର୍ଯ୍ୟ କରିଥିବା ଡିଭିଜନ୍ ବେଞ୍ଚରେ ମୁଖ୍ଯ ବିଚାରପତିଙ୍କ ସହିତ ଜଷ୍ଟିସ ସାବିତ୍ରୀ ରଥ ରହିଥିଲେ। ଅନ୍ୟ ପଟରେ ଯେଉଁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ୧୯.୦୫.୨୦୨୩ ରାୟକୁ ଚ୍ୟାଲେଞ୍ଜ କରି ଏହି ରିଟ୍ ଅପିଲ କରାଯାଇଛି, ସେହି ଜଷ୍ଟିସ ମହାପାତ୍ର ଗୁରୁବାର ପାଇଁ ଡିଭିଜନ ବେଞ୍ଚରେ ଥିବାରୁ ୨୧ ତାରିଖ (ଗୁରୁବାର) ଶୁଣାଣି ବୋଧହୁଏ ଘୁଞ୍ଚାଇ ଦିଆଯାଇଛି। ଏଣୁ ଆଶା କରାଯାଇ ପାରେ ପୂର୍ବରୁ ଏଏସ୍ଓ ମାମଲାରେ ଶୁଣାଣି କରିଥିବା ଡିଭିଜନ୍ ବେଞ୍ଚ (ମୁଖ୍ଯ ବିଚାରପତି ଏବଂ ଜଷ୍ଟିସ ସାବିତ୍ରୀ ରଥୋ) ଙ୍କର ସୋମବାର, ମଙ୍ଗଳବାର ଓ ବୁଧବାର ମଧ୍ଯରୁ ଯେକୌଣସି ଦିନ ଶୁଣାଣି ହୋଇପାରେ। ଅର୍ଥାତ୍ ପୁଣି ତାରିଖ ପରେ ତାରିଖ।  

୩) ସରକାରଙ୍କ ତରଫରୁ ରିଟ୍ ଅପିଲ : ଏବେ ବିଧି ବିଭାଗର ଏକ ଚିଠି ଭାଇରାଲ ହେଉଛି। ଏଥିରେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ୧୯.୦୫.୨୦୨୩ ର ରାୟକୁ ଚ୍ୟାଲେଞ୍ଜ କରି ରିଟ୍ ଅପିଲ ଆବେଦନ ପାଇଁ ଆଡଭୋକେଟ ଜେନେରାଲଙ୍କୁ ପତ୍ର ଲେଖାଯାଇଛି। ଏତେ ଦିନ ଧରି କେବଳ ପରୀକ୍ଷାର୍ଥୀ ମାନେ ଓପିଏସସି ବିରୁଦ୍ଧରେ ମାମଲା ଦାୟର କରିଥିଲେ। କିନ୍ତୁ ସରକାରଙ୍କ ତରଫରୁ ଏତେ ବିଳମ୍ବରେ ତାହା ପୁଣି ଡିଭିଜନ ବେଞ୍ଚର ଚୁଡାନ୍ତ ଶୁଣାଣି ହେବାକୁ ଯାଉଥିବା ବେଳେ ହଠାତ୍ ରିଟ୍ ଆବେଦନ କରିବା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। କାରଣ, ଏଥିରୁ ସ୍ପଷ୍ଟ ଯେ, ଓପିଏସସିର ଚୟନ ପଦ୍ଧତି କୁ ସରକାର ଠିକ୍ ବୋଲି ଗ୍ରହଣ କରିଛନ୍ତି ଏବଂ ଅଦାଲତଙ୍କ ରାୟ କୁ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। 

ଉପରୋକ୍ତ ଘଟଣାକ୍ରମରେ ଜଣାପଡେ, ବୋଧହୁଏ ସରକାରଙ୍କ ରିଟ୍ ଅପିଲ ଗ୍ରହଣ ହୋଇ ଲିଷ୍ଟ ହେଲା ପରେ ସମସ୍ତ ରିଟ୍ ଅପିଲକୁ ଏକତ୍ର ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିପାରନ୍ତି।

Monetary Limit for light refreshment during meetings

26299 Dt.16.09.2023

Revised procedure for payment of Final GPF

26237 Dt.16.09.2023

Vacancies reserved for PwDs should be filled up

SSEPD Department has communicated the order dated 23.08.2023 of Hon'ble High Court to all departments with request to publish the roster in each Department showing posts under 4% reservation for the persons with disabilities (PWDs) within three months and taking steps to fill up the vacancies within six months there of. 


IN THE HIGH COURT OF ORISSA AT CUTTACK
W.P.(C) No.25783 of 2023

Damodar Kar Petitioner
-versus-
State of Odisha and another 
---------
Order Dated 23.08.2023

"4. Having regard to Section 34 of the RPWD Act, we direct the State Government to publish the roster in each Department showing posts under 4% reservation for the persons with disabilities (PWDs) in terms of the above provisions as extracted above. The entire exercise shall be completed within a period of three months from today.

5. After the roster is published, vacancies that will be available to be filled upg6 the PWDs shall be filled up within the next six months without fail.

6. In terms of the above, this writ petition stands disposed of."

******
7919 Dt.16.09.2023
Click here to view download.PDF

Abolition of 35 Toll Gates operated by OB&CC Ltd.

With a view to provide hassle free movement of vehicles and avoid traffic congestion on roads across the State Government in Works Department has been pleased to abolish all the 35 nos of toll gates on Works and RD Department roads operated by OB&CC Ltd. 
Notification No. 15569 Dt.16.09.2023

Saturday, 16 September 2023

Odisha Cabinet approves 19 proposals of 10 Departments

15.09.2023 : The 64th Odisha Cabinet meeting held under the chairmanship of Chief Minister Naveen Patnaik today approved a total of 19 proposals of 10 Departments.

1. SD&TE : Upgradation of Silicon Institute of Technology, Bhubaneswar into Silicon University, Odisha

2. SD&TEUpgradation of National Institute of Science & Technology, Berhampur into NIST University, Odisha

3. Commerce & Transport : New Scheme Location Accessible Multi-Modal Initiative "LAccMI"

4. Finance : Amendment of Odisha Civil Services (Pension) Rules, 1992

5. Finance : Amendment in Odisha Goods & Services Tax Rules, 2017

6. FS&CW : Odisha Civil Supplies (Method of Recruitment & Conditions of Services of Inspector of Supplies) Amendment Rules, 2023

7. FS&CW : Food & Procurement policy for the Khariff Marketing Season (KMS) 2023-24 Press Brief. PDF

8. WORKS : Restructuring of Odisha Engineering Service and Odisha Diploma Engineering Service


9. WORKS : Abolition of Works & RD Toll Gates operated by OB&CC Ltd


10. GA&PG : Amendment of Combined recruitment for Junior Stenographer, Junior Typist, Data Entry Operator, Junior Clerk cum Typist Rules, 2022

11. Health & FW : Framing of Odisha Health Intelligence & Vital Statistics Service (Method of Recruitment & Conditions of Services) Rules, 2023

12. Parliament Affairs : 13th Session of 16th Assembly from 22 September to 4 October

13. Revenue & DM : Amendment on OLR Act 1960 for revision of Convertion Fees

14. Water Resources : Construction of left link channel from Ghadahada Reservoir, Ganjam

15. Water Resources : Construction of Bankatira Barrage across river Budhabalanga, Balasore

16. Water ResourcesConstruction of Distribution System under Subarnarekha Irrigation Project, Mayurbhanj

17. Water Resources : Construction of Barrages across Turi and Guntat Rivers 

18: Water Resources : Amendment in Odisha Engineering Service (Method of recruitment & conditions of services) Rules, 2012

19. Water Resources : Approval of scheme "Improvement of Tanks and MIPs of DoWR"



Wednesday, 13 September 2023

Retirement of OSS Officers on 30.09.2023

36868 Dt.11.09.2023

ସ୍ଵର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ରାଜ୍ୟର ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ଵର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ତା୧୩.୦୯.୨୦୨୩ ରିଖ   ସନ୍ଧ୍ୟା ଘ.୭.୦୦  ଘଟିକା ସମୟରେ OSSA House, Unit - 3 , ଖାରବେଳ ନଗର ସଭାଗୃହରେ ଅକ୍ଷୟ ପ୍ରେମୀ ବନ୍ଧୁମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ଵର୍ଗତ ଅକ୍ଷୟ କମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ବିନମ୍ର ନିବେଦନ। 

ନିବେଦକ : ଅକ୍ଷୟ ପ୍ରେମୀ ବନ୍ଧୁଗଣ।