32622 Dt.26.10.2024
Click here to view download PDF
Click here to view download PDF
PROGRAMME:
1.30PM-2.00PM: Registration
2.00PM-4.00PM:
ଆଜି ଲୋକସେବା ଭବନର ଲେଡ଼ିଜ କମନ ରୁମ ଏବଂ ୱାସରୁମରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ, ବ୍ୟବହାର ହୋଇଥିବା ସାନିଟାରୀ ପ୍ୟାଡ୍ ଗୁଡ଼ିକୁ ନଷ୍ଟ କରିବାର ଯନ୍ତ୍ର (ଇନସିନେରେଟର) ଯୋଗାଇ ଦେବା ଅବସରରେ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ ।
ଏହି ଅବସରରେ ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ଉଦିଷ୍ଟ "ଶିଶୁ ପରିଚର୍ଚ୍ଚା କେନ୍ଦ୍ର" ପରିଦର୍ଶନ କରିବା ସହ କୁନି କୁନି ପିଲାଙ୍କ ସହ କିଛି ସମୟ ବିତାଇଥିଲେ ।
![]() |
| (Final Match: Top 2 Players of the Tournament) |
2. Panchanan Nayak1. Jagannath Das4. P Sriram Prasad3. Ranjan Meher6. Surendra Pradhan5. Krupasindhu Mallick8. Satya P Mandal7. Swosti Swarup Swain10. Tapas Das9. Madhav Chandra Mishra