Thursday 20 October 2022

AICS Carrom Tournament 2022 : Odisha Team Selection on 22nd October

ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ନଭେମ୍ବର ୧୬ରୁ ୨୦ ପର୍ୟ୍ଯନ୍ତ ତ୍ରିପୁରାର ଅଗରତାଲା ଠାରେ ଅନୁଷ୍ଠିତ ହେବ। ଏହାର ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଲା ୧୧ ନଭେମ୍ବର। CLICK HERE FOR DETAILS.PDF

ତେବେ ଏଥିପାଇଁ ଓଡିଶା ଖେଳାଳୀ ଚୟନ ପ୍ରକ୍ରିୟା ଆସନ୍ତା ୨୨ ଅକ୍ଟୋବର (ଶନିବାର) ସ୍ଥାନୀୟ ଓଡିଶା ରାଜ୍ଯ ସଚିବାଳୟ ସେବା ସଂଘ ର ୟୁନିଟ-୫ ସ୍ଥିତ ସଭାଗ୍ରୁହରେ ଅନୁଷ୍ଠିତ ହେବ। ଏଥିରେ କେବଳ ନିୟମିତ ସରକାରୀ ଚାକିରୀ ରେ ଥିବା କର୍ମଚାରୀ ମାନେ ଅଂଶଗ୍ରହଣ କରିପାରିବେ। 

ସ୍ଥାନ :
ଓଡିଶା ସଚିବାଳୟ ସେବା ସଂଘ, ୟୁନିଟ-୫
ତାରିଖ : ୨୨ ଅକ୍ଟୋବର, ୨୦୨୨ (ଶନିବାର) 
ସମୟ : ସକାଳ ୯:୩୦ ଘଟିକା

ପଞ୍ଜିକରଣ ପାଇଁ ଆବଶ୍ଯକ କାଗଜପତ୍ର :
୧) ସର୍ଭିସ ବୁକ୍ ର ପ୍ରଥମ ପ୍ରୁଷ୍ଠା
୨) ବିଭାଗ/ଅଫିସର ପରିଚୟ ପତ୍ର
୩) ଅଫିସ୍ ରୁ "ନୋ ଅବଜେକସନ ସାର୍ଟିଫିକେଟ "
୪) ଗୋଟିଏ ଫଟୋ

ଯୋଗାଯୋଗ :
ହରପ୍ରସାଦ ବିଶ୍ୱାଳ, ସାଧାରଣ ସଂପାଦକ
ନ୍ରୁସିଂହ ଚରଣ ପ୍ରୁଷ୍ଟି, , କ୍ରିଡ଼ା ସଂପାଦକ
ରାଜ୍ଯ ସଚିବାଳୟ କର୍ମଚାରୀ କ୍ରିଡ଼ା ସଂଘ

No comments: