Sunday 30 October 2022

IAS reshuffle in Government of Odisha

ଆଇଏଏସ ସ୍ତରରେ ଅଦଳବଦଳ । 

ଦେଓରଞ୍ଜନ ସିଂହ ଗୃହ ବିଭାଗ ପ୍ରମିଖ ସଚିବ(ଅତିରିକ୍ତ ଦାୟିତ୍ୱ) ।  

ପ୍ରଦୀପ ଜେନା କୃଷି ଉତ୍ପାଦ କମିଶନର(ଅତିରିକ୍ତ ଦାୟିତ୍ୱ) । 

ସତ୍ୟବ୍ରତ ସାହୁ ଭାଷା ସଂସ୍କୃତି ବିଭାଗ ପ୍ରମୁଖ ସଚିବ(ଅତିରିକ୍ତ ଦାୟିତ୍ୱ) । 

ଶାଶ୍ୱତ ମିଶ୍ର-ଏମଏସଏମଇ ବିଭାଗ ପ୍ରମୁଖ ସଚିବ(ଅତିରିକ୍ତ ଦାୟିତ୍ୱ)



No comments: