Friday 26 May 2023

SEBC Survey extended till 6th June : Employees can enumerate family members online

ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ଯ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସହିତ) ଏନୁମରେଟର୍‌ମାନେ ଘରକୁ ଘର ବୁଲି ତଥ୍ଯ ସଂଗ୍ରହ କରିବେ। ପୂର୍ବରୁ ମଇ ମାସ ୧ ତାରିଖରୁ ୨୭ ତାରିଖ ପର୍ୟ୍ଯନ୍ତ ଏହି ସର୍ଭେ କାର୍ଯ୍ୟ ପାଇଁ ସ୍ଥିରୀକୃତ ହୋଇଥିଲା। 


No comments: