ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ଯ କ୍ୟାବିନେଟର ୫୪ତମ ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି।
Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Saturday, 21 January 2023
Friday, 20 January 2023
Promotion Adalat in February, 2023
Promotion Adalat : 1-3 February, 2023
Time & Venue will be intimated later
Promotion Adalat will be held based on grievance of eligible Government employees whose promotion was due but could not be considered as on 31.12.2O22.
- Last date 27.01.2023
- http://promotion.hrmsodisha.gov.in
- Email - gadmin.or@nic.in
- Letter No. 1320 Dt.28.01.2023
- Letter No.31762 Dt.11.11.2022
- Letter No.27843 Dt.30.09.2022
Thursday, 19 January 2023
ASO Recruitment 2022 : Case hearing postponed to 7th February
Although, case on ASO recruitment 2022 was listed for today in the Court of Justice Aditya Kumar Mohapatra, Court No.2, Old Building but the same got postponed.
The next hearing on 07.02.2023.
Promotion of Under Secretary to Deputy Secretary : Stay Order Vacated
ସଚିବାଳୟରେ କାର୍ଯ୍ୟରତ ଅନୁଶାସନ ସଚିବ ମାନଙ୍କ ଉପଶାସନ ସଚିବ ପଦକୁ ପଦୋନ୍ନତି ନେଇ ହୋଇଥିବା ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଗତ ତା ୧୭.୧୧.୨୦୨୨ ରିଖରେ ଅନୁଶାସନ ସଚିବ ମାନଙ୍କ ଗ୍ରେଡେସନ ତାଲିକା ତଥା ପଦୋନ୍ନତି ଉପରେ ଲଗାଇଥିବା ରହିତାଦେଶ DOWNLOAD.PDF କୁ ଆଜି ଉଠାଇ ନେଇଛନ୍ତି। ଏଥି ସହିତ ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ କେବଳ ଆବେଦନ କାରୀଙ୍କ ପାଇଁ ଦୁଇଟି ପଦବୀ ସଂରକ୍ଷିତ ରଖି ଅନ୍ୟ ସମସ୍ତ ଖାଲି ପଦବୀ ପୂରଣ ଦିଗରେ ସରକାର ଅଗ୍ରଗତି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ପଦୋନ୍ନତି ଆଦେଶନାମାରେ ଉକ୍ତ ମାମଲାର ଫଳାଫଳକୁ ସର୍ତ୍ତ ହିସାବରେ ଉଲ୍ଲେଖ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ମାସରେ କରାଯିବ।
ସୂଚନାଯୋଗ୍ୟ, ଥଇଥାନ ଯୋଜନାରେ ନିଯୁକ୍ତି ପାଇଥିବା ଅଧିକାରୀ ମାନେ ଗ୍ରେଡେସନ ତାଲିକାରେ ଆବେଦନକାରୀଙ୍କ ଉପରେ ରହିବା ନେଇ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି।ଏବେ ପ୍ରାୟ ୫୭ ଟି ଉପଶାସନ ସଚିବ ପଦବୀ ଖାଲି ଅଛି।
Wednesday, 18 January 2023
ASO 2022 Court Case : Next Hearing on 19th January
ସଚିବାଳୟ ଏଏସ୍ଓ ପରୀକ୍ଷା ୨୦୨୨ ସଂପର୍କରେ ଦାୟର ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ୧୯.୦୧.୨୦୨୩ ରିଖ ଦିନ ଅପରାହ୍ନ ୨ ଘଟିକାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଅଦାଲତ ରେ କରାଯିବ ।
ସୂଚନାଯୋଗ୍ୟ, ଉକ୍ତ ପରୀକ୍ଷାର ଚୟନ ପଦ୍ଧତି କୁ ନେଇ ହୋଇଥିବା ମାମଲାରେ ଚୁଡାନ୍ତ ଫଳାଫଳ ଉପରେ ରହିତାଦେଶ ଜାରି କରାଯାଇଛି। ଇତିମଧ୍ୟରେ ଓପିଏସସି ତରଫରୁ କାଉଣ୍ଟର ଆଫିଡେବିଟ ଦାଖଲ କରାଯାଇଛି ଏବଂ ଆବେଦନକାରୀ ଙ୍କ ତରଫରୁ ପ୍ରତ୍ୟୁତ୍ତର ଦାଖଲ ପାଇଁ ଜାନୁଆରୀ ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
WP(C) No. 32174/2022
Rajat Kumar Mishra Vs State of Odisha & others
------
Order Dt. 30.11.2022 (DOWNLOAD)
Order Dt. 02.12.2022 (DOWNLOAD)
Order Dt. 20.12.2022 (DOWNLOAD)
Tour of Rashtrapati Bhavan closed from January 25 - 29 : Gardens Open from 31st January to 31st March
President's Secretariat
TOUR OF RASHTRAPATI BHAVAN TO REMAIN CLOSED FROM JANUARY 25 TO 29
Posted On: 16 JAN 2023 8:09PM by PIB Delhi
------------------------------------
Tour of Rashtrapati Bhavan for the general public will remain closed from January 25 to 29, 2023, due to Republic Day Parade and Beating the Retreat Ceremony-2023.***
DS/AK (Release ID: 1891685)
Tuesday, 17 January 2023
Sunday, 15 January 2023
EKAMRA WALKS : EXPERIENCE BHUBANESWAR LIKE NEVER BEFORE
Ekamra Walks’ offers curated city trails, initiated by Bhubaneswar Development Authority. The idea of the Ekamra Walk is to brand Bhubaneswar as one of the most preferred Urban Tourism Destinations. The walk is a non-profit initiative by the unified effort of Bhubaneswar Municipal Corporation & Bhubaneswar Development Authority.
Saturday, 14 January 2023
Friday, 13 January 2023
ସ୍ୱାସ୍ଥ୍ୟ ସଚିବ କର୍ମଚାରୀ ମାନଙ୍କୁ ଖାଇବା ପରସିଲେ
ରାଜ୍ୟ ସଚିବାଳୟରେ ଗତକାଲି ଇଂରାଜୀ ନୂତନ ବର୍ଷ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂସଦ ଦ୍ବାରା ଆୟୋଜିତ ଏକ ଭୋଜିରେ, ବିଭାଗୀୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଯୋଗଦେଇ ବିଭାଗର କର୍ମଚାରୀଙ୍କୁ ଖାଦ୍ୟ ପରସିଥିଲେ ଓ ଶେଷରେ ନିଜେ ଖାଇଥିଲେ । ଏହାଦ୍ବାରା କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଶ୍ରୀମତୀ ପଣ୍ଡିତ ଙ୍କ ଏହି କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇ ନିଜର ତୁଳୀରେ ଏହି ଦ୍ରୁଶ୍ୟକୁ ଆଙ୍କିଥିଲେ ଅମରେନ୍ଦ୍ର ବେହେରା (ଉପବିଭାଗ ଅଧିକାରୀ, ସ୍ୱରାଷ୍ଟ୍ର ବିଭାଗ)। ପରବର୍ତ୍ତୀ ସମୟରେ ଏହି ଫଟୋଟିକୁ ସଚିବଙ୍କୁ ଅମରେନ୍ଦ୍ର ନିଜେ ପ୍ରଦାନ କରିଛନ୍ତି।
Thursday, 12 January 2023
Wednesday, 11 January 2023
Tuesday, 10 January 2023
Second half declared as holiday in CMC area for Hockey World Cup Inauguration
ବିଶ୍ବକପ୍ ହକିର ଉଦ୍ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ତା ୧୧ ଜାନୁଆରୀ, ୨୦୨୩ ରିଖ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡିକୁ ଅପରାହ୍ନ ୧ଟାରୁ ସରକାର ଛୁଟି ଘୋଷଣା କହିଛନ୍ତି। ଛାତ୍ରଛାତ୍ରୀମାନେ ଘରେ ରହି ଉତ୍ସବର ସିଧାପ୍ରସାରଣ ଦେଖି ପାରିବେ
Promotion of Group D staff to Junior Assistant in District Cadre
Odisha Ministerial Services (Method of Recruitment and conditions of service of Junior Assistant, Senior Assistant and Section Officers in the District Office and Offices Subordinate there to) Amendment Rules, 2022
723 Dt.07.01.2023
Monday, 9 January 2023
Annual Flower Show 2023
The two-day State Level Annual Flower Show 2023 will be held during 14-15 January, 2023 in the premise of Botanic Garden of Regional Plant Resources Centre (RPRC) here in the Capital City.
The Flower Show is organized by the Regional Plant Resource Centre and Plant Lovers' Association (PLA), Bhubaneswar on Second Saturday and Sunday of January every year since 2005.
Saturday, 7 January 2023
Closing day of 13th Secretariat Open Badminton Tournament
6th January, 2023 (Friday)
FINAL RESULT
-----
Chilika Lagoon 2023 Bird Survey
Total birds in 2023: 11,31,929
Migratory birds: 10,93,049
Resident Birds: 38,880
Total species: 184
Migratory species: 105
Subscribe to:
Posts (Atom)