Date: 05.04.2023
Farewell Meeting for 17 OSS Officers retired in March-2023
13948 Dt.03.04.2023
CLICK HERE TO VIEW / DOWNLOAD.PDF
Addl Chief Secy Satyabrata Sahu to remain in additional charge of Forest, Environment & Climate Change Dept
Smt Chitra Arumugam additional charge of Principal Secy of Public Enterprises Dept
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍ ସମ୍ବନ୍ଧୀତ ଅଭିଯୋଗ ଦାଖଲ କରିବା ପାଇଁ ଦିଆଯାଇଥିବା ସମୟସୀମା ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୭ରୁ ୩୧ ତାରିଖ ମଧ୍ଯରେ ପେନସନ୍ ଅଦାଲତ ପୋର୍ଟାଲ: pension.hrmsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପାଇଁ ମୋ ସେବା କେନ୍ଦ୍ରର ସହାୟତା ମଧ୍ଯ ନେଇପାରିବେ।
ସୂଚନାଯୋଗ୍ୟ, ଏହି ସମୟସୀମା ୨୦ ଜାନୁଆରୀ, ୨୦୨୩ ରୁ ୨୦ ଫେବୃଆରୀ, ୨୦୨୩ ପର୍ଯ୍ୟନ୍ତ ଦିଆଯାଇଥିଲା। ପେନସନ ସୁବିଧା ରୁ ବଞ୍ଚିତ ହୋଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ।
ଓଡ଼ିଶା ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” କୁ ସଠିକ ଭାବେ ଗାନ କରିବା ନିମନ୍ତେ ସମସ୍ତଙ୍କୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଅଛି। ସରକାରଙ୍କ ଦ୍ଵାରା ଅନୁମୋଦିତ ୨ ମିନିଟ ଓ ୧୧ ସେକେଣ୍ଡର ଏହି ସଙ୍ଗୀତ ଡାଉନଲୋଡ ପାଇଁ ନିମ୍ନ ଲିଖିତ ଲିଙ୍କଗୁଡିକୁ କ୍ଲିକ୍ କରନ୍ତୁ।
# On June 7, 2020, the cabinet accorded state anthem status to ‘Bande Utkala Janani’ and Gazette was also published in this regard. (Gazette.PDF)
## CLICK HERE FOR THE MUSIC (Facebook)
The Union Cabinet chaired by the Prime Minister, Shri Narendra Modi, today has given its approval to release an additional instalment of Dearness Allowance to Central Governments employees and Dearness Relief to Pensioners with effect from 01.01.2023. The additional instalment will represent an increase of 4% over the existing rate of 38% of the Basic Pay/Pension, to compensate against price rise.
The combine impact on the exchequer on account of both Dearness Allowance and Dearness Relief would be Rs.12,815.60 crore per annum.
This will benefit about 47.58 lakh Central Governments employees and 69.76 lakh pensioners.
This increase is in accordance with the accepted formular which is based on the recommendations of the 7th Central Pay Commission.
*****
DS (Release ID: 1910513)