Sunday 9 May 2021

Vaccination drive in Cuttack (CMC) area for 2nd Dose

କଟକ ଜିଲ୍ଲାର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାର ସମସ୍ତ ନାଗରିକମାନଙ୍କ ପାଇଁ କୋଭିସିଲ୍ଡର ଦ୍ୱିତୀୟ ଡ଼ୋଜ୍ ଟୀକାକରଣ କାର୍ଯ୍ୟ ଜାରୀ ରହିଛି ।
ସମୟ : ସକାଳ ୮ - ମଧ୍ଯାହ୍ନ ୧୨ ଓ ଅପରାହ୍ନ ୩ - ୬ ଘଟିକା

ଟୀକାକରଣ ପ୍ରକିୟାକୁ ଆହୁରୀ ତୀବ୍ର କରିବା ପାଇଁ ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମ୍‌କୁ କୋଭିଡ଼୍‌-୧୯ ଟୀକାକରଣ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି ।
ସମୟ : ସକାଳ ୮ - ମଧ୍ଯାହ୍ନ ୧୨ : ବିନା ସ୍ଳଟଧାରୀ ବ୍ଯକ୍ତି
ଅପରାହ୍ନ ୩ - ୫ ଘଟିକା : ସ୍ଲଟ ବୁକିଂ କରିଥିବା ବ୍ଯକ୍ତି

No comments: