Monday 31 May 2021

YOUTUBE Channel of Culture Department launched

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ YouTube channel ଆଜି ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା,ସଂସ୍କୃତି, ଐତିହ ଓ ପରମ୍ପରା କୁ ସୁଦୁର ପ୍ରସାର କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା ସଂସ୍କୃତି ପରମ୍ପରା ଓ ଐତିହ କୁ visual ମାଧ୍ୟମରେ ଦେଶ ବିଦେଶରେ ଲୋକ ଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି। ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇଙ୍କର ନିଜ ରଚନା ସଂଗୀତ ଓ କଣ୍ଠରେ ପ୍ରସ୍ତୁତି ହୋଇଥିବା କୋରନା ସଚେତନ ଗୀତରୁ ଏହି YouTube ଶୁଭାରମ୍ଭ କରାଯାଇଥିଲା। YouTube ପ୍ରସ୍ତୁତି କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇଙ୍କ ପ୍ରଚେଷ୍ଠାରେ ଓଡିଶା ଡଟକମର ସହାୟତାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି । 

 Youtube Channel Link : Click here

No comments: