Tuesday 4 May 2021

Vaccination during lockdown & shutdown except sunday


ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଟୀକାଦାନ ଜାରି ରହିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ (ସରକାରୀ ଛୁଟି ଦିବସରେ ମଧ୍ୟ) ଟୀକାଦାନ କରାଯିବ। ରବିବାର ଟୀକାକରଣ କାର୍ଯ୍ୟ ବନ୍ଦ ରହିବ। କୋଭିଡ୍ ଯୋଦ୍ଧା ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ବ ଇଚ୍ଛୁକ ବ୍ୟକ୍ତି ଟୀକା ଗ୍ରହଣ ପାଇଁ ନିଜସ୍ୱ ଗାଡି/ ଭଡାଗାଡି/ ଅଟୋ ଇତ୍ୟାଦିରେ ଟୀକା କେନ୍ଦ୍ରକୁ ଯାଇ ପାରିବେ।


ଏତଦ୍ ବ୍ୟତୀତ, ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ଯକ୍ତି ମାନଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ରହିଛି। 

ବେସରକାରୀ ସ୍ତରରେ ପ୍ରଥମ ଡୋଜ ଟୀକା ନେଇଥିବା ବ୍ୟକ୍ତି ମାନେ ସରକାରୀ ଟୀକାକରଣ କେନ୍ଦ୍ର ରେ ଦ୍ୱିତୀୟ ଡୋଜ ଟୀକା ନେଇପାରିବେ। 

No comments: