Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Thursday, 22 January 2026
Wednesday, 21 January 2026
Saturday, 17 January 2026
Player selection for All India Civil Service Tournament
ସର୍ବଭାରତୀୟ ବେସାମାରିକ କବାଡି, ହକି, କ୍ରିକେଟ ଓ ବ୍ୟାଡ଼ମୀଣ୍ଟନ ପାଇଁ ଓଡିଶା ଦଳ ଚୟନ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ. ଇଚ୍ଛୁକ ଖେଳାଳୀ ମାନେ ନିମ୍ନ ଠିକଣାରେ ଯୋଗାଯୋଗ କରିପାରିବେ.
ପୁରାତନ କ୍ରୀଡା ବିଭାଗ ଇନ ଡୋର ହଲ, ୟୁନିଟ 8, ଭୁବନେଶ୍ୱର
ଯୋଗାଯୋଗ: ଶ୍ଵେତାମ୍ବର ନାୟକ (7008170443)
ହକି ଷ୍ଟାଡିୟମ, ପୋଖରୀପୁଟ, ଭୁବନେଶ୍ୱର
ହାଇ ଟେକ ପଡିଆ, ଭୁବନେଶ୍ୱର
Thursday, 15 January 2026
Wednesday, 14 January 2026
Tuesday, 13 January 2026
'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର
ଓଡ଼ିଶାର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ 'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରାୟ ୭୧.୧୩ ଏକର ପରିମିତ ଏକ ବିଶାଳ ସମନ୍ୱିତ କ୍ୟାମ୍ପସ ମଧ୍ୟରେ ଉଭୟ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା କାର୍ଯ୍ୟ କରିବ। ଏହି ଭବ୍ୟ ପ୍ରକଳ୍ପ ଓଡ଼ିଶାର ବୈଭବ ଓ ଆଧୁନିକ ପ୍ରଶାସନିକ ଭିତ୍ତିଭୂମିର ଏକ ନୂତନ ପରିଚୟ ସୃଷ୍ଟି କରିବ।
ଜୟଦେବ ବିହାର-ନନ୍ଦନକାନନ ରୋଡ୍ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଜୟଦେବ ବିହାର-ନନ୍ଦନକାନନ ରୋଡ
• କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-୪) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ୯.୫ କିଲୋମିଟର ରାସ୍ତାର ହେବ ଆଧୁନିକୀକରଣ । ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର ।
• ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ ୯.୫ କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।
• ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନଠାରେ ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
• ଜୟଦେବ ବିହାର ଛକଠାରେ ଏନ୍ଏଚ୍-୧୬ ଉପରେ ଏକ ୧୯୦ ମିଟର ଲମ୍ବର ୪-ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବ ।
• ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭.୫ କିଲୋମିଟର ଲମ୍ବର ୫.୫ ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ ୯ କିଲୋମିଟର ଲମ୍ବର ୭.୫ ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।
• ସହରର ବିଭିନ୍ନ ପ୍ରମୁଖ ଛକ ଯେପରିକି - ଜୟଦେବ ବିହାର, ଜାଭିୟର୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର୍ ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନ୍ଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ।
Sunday, 11 January 2026
Closing ceremony of 16th Secretariat Open Badminton Tournament

Women Doubles :
Monali Pradhan & Madhusmita Jena (W)
Nibedita Kisan & Snehasmita Sahu (R)
Mixed Doubles : 
Runtu Sahu & Nibedita Kisan (W)
Rajesh Das & Madhusmita Jena (R)
Veteran Mens Singles :

Ajaya Kumar Bai & Nirmal Deobhanj (R)
_page-0001%20(1).jpg)







_page-0001%20(1).jpg)





































