Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Sunday, 23 October 2022
Saturday, 22 October 2022
Diwali Holidays Extended For 1 More Day
October 25 Declared A Holiday For Solar Eclipse.
All Govt offices, schools, colleges, courts & banks in State will remain closed on Tuesday.
From the danger of loss of holidays due to possible cyclone, we now have 4 consecutive holidays.
Friday, 21 October 2022
Cabinet Decisions Dated 21.10.2022
- Odisha Veterinary Services (Method of Recruitment and Conditions if Service) Amendment Rules, 2022
- Revision of scale of pay of Judicial Officers
- Amendment of Odisha Pani Panchayat Act 2002
- Creation of Additional posts in OAS (JB)
- Return of unutilised land to owners
- Payment of dues to L&T for three projects
Thursday, 20 October 2022
Inauguration of Kendrapara District Headquarters Hospital Building
Specialists' doctors in the UPHCs under the BMC area
Dear Citizens!
Here is the list of the specialists' doctors in the UPHCs under the BMC area for 21.10.2022.
Jeypore Airport Gets Aerodrome License.
Great news for the KBK region as airport operations will commence from tribal-dominated Koraput district.
Jeypore becomes 1st state owned airport to get a license. With state support, airline operator-IndiaOne Air will commence flight operations for public very soon. CM Naveen Patnaik welcomed issuance of operating license for the state airport at Jeypore to commence passenger services. It will fulfil people’s aspirations of this region and give boost to connectivity, commerce and tourism.
AICS Carrom Tournament 2022 : Odisha Team Selection on 22nd October
Odisha Home Secy Sanjeev Chopra appointed Union Secy
Wednesday, 19 October 2022
Tuesday, 18 October 2022
Monday, 17 October 2022
Sunday, 16 October 2022
Cabinet Decisions 15.10.2022
Speech of Hon'ble CM on abolishing Contractual Recruitment System
Saturday, 15 October 2022
Historic Announcement by Hon'ble CM : Contractual Appointment abolished
OCA Election on October 28
Friday, 14 October 2022
Good news for contractual employees in a month : Assurance from CM
ଖୁବଶୀଘ୍ର ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି। ପ୍ରାୟ ଏକମାସ ଧରି ଚାଲିଥିବା ଆଶା, ଆଶଙ୍କା ଓ ପ୍ରତୀକ୍ଷା ପରେ ପୁଣି ଆଉ ଏକମାସ ଅପେକ୍ଷା କରିବାକୁ ପଡିବ କିନ୍ତୁ ଖୁସି ଖବର ମିଳିବ। ଆଜି ଅପରାହ୍ନରେ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ବୈଠକରେ ସଂଘର ଦାବି ଉପରେ ଆଲୋଚନା କରାଯାଇ କିଛି ନିଷ୍କର୍ଷ ବାହାରିଲା ଭଳି ଖୁସି ଖବର ମିଳୁଛି। ହେଲେ ଏତିକି ନିଶ୍ଚିତ କରାଯାଉଛି ଯେ, ଆସନ୍ତା ଏକମାସ ମଧ୍ୟରେ ସରକାର ଖୁସି ଖବର ଘୋଷଣା କରିବେ।
ସଂଘର ଦୁଇଟି ଦାବୀ :
୧) ନିଯୁକ୍ତି କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିୟମ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉ
୨) ଛଅ ବର୍ଷର ଚୁକ୍ତି ନିଯୁକ୍ତି ସମୟକୁ ଚାକିରୀ ସମୟରେ ଗଣାଯାଉ।
ଆଲୋଚନା ପୂର୍ବରୁ ସଂଘ ନେତୃତ୍ବର କହିବା ଅନୁଯାୟୀ ସରକାର ଉପରୋକ୍ତ ଦୁଇ ଦାବୀକୁ ଯଥାଯଥ ମାନିଥିଲେ ମଧ୍ଯ ଚୁକ୍ତି ଭିତ୍ତିକ ନିୟମ ସପୂର୍ଣ୍ଣ ଉଚ୍ଛେଦ ହେଲେ ରାଜ୍ଯ ରାଜକୋଷରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବାର ଆଶଙ୍କାରେ ଟିକେ କୁଣ୍ଠାବୋଧ କରୁଛନ୍ତି। କିନ୍ତୁ ଦ୍ୱିତୀୟ ଦାବୀ ପାଇଁ ସମ୍ପୂର୍ଣ୍ଣ ସହମତି ଦେଇଥିବା କୁହାଯାଉଅଛି।
ସରକାରୀ ପ୍ରତିଶ୍ରୁତି :
ତେଣୁ ଯଦି ସଂଘ ନେତ୍ରୁତ୍ଵଙ୍କ କହିବା ଅନୁଯାୟୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ସଂଘ ନେତ୍ରୁତ୍ଵଙ୍କୁ ଖୁବ୍ ଶୀଘ୍ର ଖୁସି ଖବର ପାଇବ ବୋଲି କହିଛନ୍ତି। ଦ୍ୱିପାବଳୀରେ ଘୋଷଣା ହେବ କି ବୋଲି ପ୍ରଶ୍ନର ଉତ୍ତର ରେ କେବଳ ଖୁବ୍ ଶୀଘ୍ର ବୋଲି କୁହାଯାଇଛି। ଗତକାଲିର ଆଲୋଚନାରେ ସରକାରଙ୍କ ତରଫରୁ ସଂଘ କର୍ମକର୍ତ୍ତାଙ୍କୁ ଡକାଇ ଏଭଳି କିଛି ଆଶ୍ୱାସନା ଦିଆଯାଇଥିବାରୁ ରାଜ୍ୟର ପ୍ରାୟ ୭୦୦୦୦ କର୍ମଚାରୀ ନିଶ୍ଚିତ ଭାବେ ଖୁସି ଅନୁଭବ କରୁଥିବେ। କେବଳ ଆସନ୍ତା ଏକ ମାସ ମଧ୍ୟରେ ସରକାର କେଉଁ ସମୟରେ କେଉଁ ଘୋଷଣା କରିବେ ତାକୁ ହିଁ ଅପେକ୍ଷା।
ସପୂର୍ଣ ଚୁକ୍ତି ଭିତ୍ତିକ ନିୟମ ଉଚ୍ଛେଦ ହେବା ସମସ୍ତେ ଚାହାଁନ୍ତି କିନ୍ତୁ ଯାହା ଆଶା କରାଯାଏ, ସରକାର ଚାହିଁଲେ ଅତି କମରେ ନିମ୍ନ ଘୋଷଣା ଗୁଡିକ କରିପାରନ୍ତି।
୧) ଛଅ ବର୍ଷର ଚୁକ୍ତି ନିଯୁକ୍ତି ସମୟକୁ ଚାକିରୀ ସମୟରେ ଗଣାଯିବ
୨) ଛଅ ବର୍ଷ ପରେ ନିୟମିତ ହୋଇସାରିଥିଲେ, ୬ଟି ଇନକ୍ରିମେଣ୍ଟ ମିଳିବ
୩) ନିୟମରେ ସଂଶୋଧନ କରି ଚୁକ୍ତି ଭିତ୍ତିକ ଅବଧିକୁ ୬ ବର୍ଷ ରୁ କମାଇ ୩ ବର୍ଷ କରାଯିବ
କିନ୍ତୁ ରାଜ୍ଯ ସରକାର ସବୁବେଳେ ସରପ୍ରାଇଜ ଦିଅନ୍ତି। ଆଶା ଠାରୁ ଅଧିକ ମଧ୍ଯ ଦେଇପାରନ୍ତି। ତେଣୁ ଘୋଷଣା ପୂର୍ବରୁ କିଛି ପୂର୍ବାନୁମାନ କରିବା ସମ୍ଭବ ନୁହେଁ।
ଏହି ସମ୍ବନ୍ଧୀୟ କିଛି ଖବର -