Friday, 30 January 2026

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସାରସ୍ୱତ ଆସର ଅନୁଷ୍ଠିତ

ଭୁବନେଶ୍ୱର - ତା ୩୦.୦୧ । ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ପ୍ରଚାର ପ୍ରସାର ବ୍ୟାପକ କରିବା ସହିତ କିପରି ଅଧିକ ଲୋକପ୍ରିୟତା ହାସଲ କରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ପୀୟୂଷ ରଞ୍ଜନ ପରିଡା । ସଂଯୋଜନା କରିଥିଲେ ରଶ୍ମିତା ମହାନ୍ତ ।  ବନ୍ଦିତା ଦାଶ,କାହ୍ନୁ ଚରଣ ଦାସ, ,ପୁଷ୍ପାଞ୍ଜଳି ବିଶୋୟୀ,ନିବେଦିତା ବେହେରା,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ରଶ୍ମିତା ମହାନ୍ତ ଓ ସୁଶାନ୍ତ ଧର ସ୍ୱରଚିତ  କବିତା ପାଠ କରିଥିଲେ ।  ବିଜନବାଳା ପାଟଯୋଷି ସ୍ୱରଚିତ ଗଳ୍ପ ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନିବେଦିତା ବେହେରା । 

***

Kharvel Bhawan Canteen : Rate Chart


"ସୃଜନ"
ପ୍ରଥମ ମହଲା, ଖାରବେଳ ଭବନ


Budget Session of Odisha Assembly from 17th February to 8th April

The 6th Session of the 17th Odisha Legislative Assembly (2026) begins on 17 Feb with the Governor’s Address. The 2026–27 Budget will be presented on 20 Feb, followed by discussions, Demands for Grants, and passage of the Appropriation Bill in March–April.

- February 17 : Governors Address

- February 20 : Presentation of Budget for FY 2026-27

Thursday, 29 January 2026

Promotion of reserved candidates against UR Vacancy : Judgement Copy

Date of Hearing:23.10.2025 and Date of Judgment:22.01.2026
THE HONBLE JUSTICE BIRAJA PRASANNA SATAPATHY
 

...... x x x x x 
9.4. Since in terms of the decision of the Hon’ble Apex Court in the case of M. Nagraj and Jarnail Singh, no such quantifiable data has yet been collected and the impugned clarification has been issued by Opp. Party No.3 contrary to the provisions contained under Rule-6 of the 1992 Rules as well as Art-154 and 162 of the Constitution of India, it is the view of this Court that the impugned clarification issued on 06.05.2024, directed to be followed in communication dated 27.02.2025 basing on the clarification issued by the Law Department on 27.02.2024, are not sustainable in the eye of law and stand quashed. Consequentially, any action taken basing on such clarification issued on 06.05.2024 and 27.02.2025 are also not sustainable in the eye of law and stand quashed. The decisions rendered by this Court in the case of Lalit Kumar Nayak as well as Litu Behera on the face of the provision contained under Art-16(4-A) of the Constitution of India and the decision in the case of M. Nagraj as well as Jarnail Singh as per the considered view of this Court are judgments per-incuriam. 

9.5. Therefore, this Court while quashing clarification dtd.06.05.2024 and communication dtd.27.02.2025 so issued by Opp. Party No.3 as well as consequential action taken thereof by various departments of the State, direct the concerned departments in the present batch of Writ Petitions to follow the provisions contained under Rule-3-A of the Amendment Rules, 2022 and so also the provision contained under Art16(4-A) of the Constitution of India read with the decision in the case of M. Nagraj and Jarnail Singh with regard to promotion of SC & ST candidates. 

10. With the aforesaid observation and direction, all the Writ Petitions stand disposed of accordingly. 
                     
                                            (Biraja Prasanna Satapathy) 
                                                                 Judge 

Monday, 26 January 2026

Padma Award 2026 : Four 'Padmashree' from Odisha

Four persons from Odisha has been awarded 
'Padmashree' for the year 2026.

CONGRATULATIONS !!!

Sunday, 25 January 2026

New Cadre Allocation Policy for the All India Services -IAS / IPS / IFS

HIGHLIGHTS
👉All State & Joint Cadres are now arranged alphabetically.
👉No zones. Zones Removed, Groups introduced 
👉A simplified version of Cadre Preference System
👉Rotation of groups Y/Y basis..
👉No state-wise preference list.
👉Candidates can only opt for their Home State (yes/no).
👉Beyond that, cadre allotment is purely based on AIR, vacancies, and roster.

Earlier, candidates could:
👉Opt for Home State
👉Rank Zones (1–5)
👉Rank states within each zone
👉Cadre allotment depended on zone preference + state preference + roster

 

Friday, 23 January 2026

The 33 questions to be asked in the Census 2027

The Registrar General and Census Commissioner of India (RG&CCI) on Thursday (January 22, 2025) notified 33 questions that will be put to citizens during the house listing and housing enumeration, starting April 1 extending to September 30.

Saturday, 17 January 2026

Player selection for All India Civil Service Tournament

ସର୍ବଭାରତୀୟ ବେସାମାରିକ କବାଡି, ହକି, କ୍ରିକେଟ ଓ ବ୍ୟାଡ଼ମୀଣ୍ଟନ ପାଇଁ ଓଡିଶା ଦଳ ଚୟନ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ. ଇଚ୍ଛୁକ ଖେଳାଳୀ ମାନେ ନିମ୍ନ ଠିକଣାରେ ଯୋଗାଯୋଗ କରିପାରିବେ.

ବ୍ୟାଡ଼ମୀଣ୍ଟନ
-----------------------
ପୁରାତନ କ୍ରୀଡା ବିଭାଗ ଇନ ଡୋର ହଲ, ୟୁନିଟ 8, ଭୁବନେଶ୍ୱର
ଯୋଗାଯୋଗ: ଶ୍ଵେତାମ୍ବର ନାୟକ (7008170443)

ହକି, କବାଡି
-----------------------
ହକି ଷ୍ଟାଡିୟମ, ପୋଖରୀପୁଟ, ଭୁବନେଶ୍ୱର
ଯୋଗାଯୋଗ : ହରପ୍ରସାଦ ବିଶ୍ୱାଳ (9437228687)
ଆନନ୍ଦ କୁମାର ସୋରେଙ୍ଗ (7608957147)

କ୍ରିକେଟ
-----------------------
ହାଇ ଟେକ ପଡିଆ, ଭୁବନେଶ୍ୱର
ଯୋଗାଯୋଗ : ଗିରିଶ ଚନ୍ଦ୍ର ଦିଗଲ (8895729688)
ଅବିନାଶ ଖଣ୍ଡୁଆଳ (9438102538)

Exercise option for family pension upon in-service death of govt employees under NPS

 

1394 Dt. 15.01.2026

Standing permission / NOC for Govt. Employees under GA&PG Deptt for appearing recruitment examination

 


1533 Dt. 16.01.2025

Wednesday, 14 January 2026

Tuesday, 13 January 2026

'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର

ଓଡ଼ିଶାର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ 'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରାୟ ୭୧.୧୩ ଏକର ପରିମିତ ଏକ ବିଶାଳ ସମନ୍ୱିତ କ୍ୟାମ୍ପସ ମଧ୍ୟରେ ଉଭୟ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା କାର୍ଯ୍ୟ କରିବ। ଏହି ଭବ୍ୟ ପ୍ରକଳ୍ପ ଓଡ଼ିଶାର ବୈଭବ ଓ ଆଧୁନିକ ପ୍ରଶାସନିକ ଭିତ୍ତିଭୂମିର ଏକ ନୂତନ ପରିଚୟ ସୃଷ୍ଟି କରିବ।










ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 ଜୟଦେବ ବିହାର-ନନ୍ଦନକାନନ ରୋଡ

କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ . କିଲୋମିଟର ରାସ୍ତାର ହେବ ଆଧୁନିକୀକରଣ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର

ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ . କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି

ବର୍ତ୍ତମାନର -ଲେନ୍ ରାସ୍ତାକୁ -ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନଠାରେ -ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଜୟଦେବ ବିହାର ଛକଠାରେ ଏନ୍ଏଚ୍‌-୧୬ ଉପରେ ଏକ ୧୯୦ ମିଟର ଲମ୍ବର -ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବ

ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭. କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।

ସହରର ବିଭିନ୍ନ ପ୍ରମୁଖ ଛକ ଯେପରିକି - ଜୟଦେବ ବିହାର, ଜାଭିୟର୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର୍ ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନ୍ଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ








Courtesy : X Account of @PrithivirajBJP