Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Tuesday, 29 April 2025
Saturday, 26 April 2025
Candidates contesting for OSSA ELECTION 2025
Friday, 25 April 2025
Thursday, 24 April 2025
Wednesday, 23 April 2025
OSSA Election 2025: More than 40 Nominations filed
ଓଡ଼ିଶା ସଚିବାଳୟ ସେବା ସଂଘ ର ନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ କମିଶନ ଙ୍କ କାର୍ଯ୍ୟସୂଚୀ ଆନୁଯାୟୀ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ। ଖାରବେଳ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ, ଓସା ଭବନ ରେ ଆଜି ବିଭିନ୍ନ ବର୍ଗର ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବକଙ୍କ ଉପସ୍ଥିତିରେ ମୋଟ ୯ ଟି ପଦବୀ ପାଇଁ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ନାମାଙ୍କନ ପତ୍ର ର ତାଲିକା ପ୍ରକାଶ କରାଯିବ ଏବଂ ତା' ପରଦିନ ଅର୍ଥାତ ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ନିର୍ବାଚନ କମିଶନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଆସନ୍ତା ମଇ ୭ ତାରିଖରେ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି ।
ସୂଚନା ଅନୁସାରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Cabinet decision 23.04.2025
୨୩.୦୪.୨୦୨୫ : ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ । ମୋଟ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଥିଲା।
୧. ଅବକାରୀ ବିଭାଗ : ଅବକାରୀ ନିୟମ ୨୦୧୭ ରେ ସଂଶୋଧନ
୨. ଅବକାରୀ ବିଭାଗ : ଅବକାରୀ କନଷ୍ଟେବଳ ପଦବୀକୁ ଦିଭିଜନ କ୍ୟାଡ଼ର ବଦଳରେ ଜିଲ୍ଲା କ୍ୟାଡ଼ର କରାଗଲା
୩. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ : ଜରୁରୀକାଳିନ ୧୦୮ ଆମ୍ବୁଆନ୍ସ ସେବା ଯୋଜନା
୪. ମହିଳା ଓ ଶିଶୁ ବିକାଶ ବିଭାଗ : ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ର ସଂଶୋଧନ
୫. ଜଳସମ୍ପଦ ବିଭାଗ : ଭୂତଳ ପାଇପ ଲାଇନ ଜଳ ବଣ୍ଟନ ବ୍ୟବସ୍ଥା
୬. ଅନୁସୂଚିତ ଜାତି ଓ ଜନଜାତି ଉନୟନ୍ନ ବିଭାଗ : "ଓଡ଼ିଶା ମଙ୍ଗଳ ସେବା" ଓ "ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା" ରେ ସଂଶୋଧନ
Monday, 21 April 2025
OSSA Election 2025 : Nomination filing starts today.
- No member can contest for more than one post.
- Only Bonafide members of the association can propose a member to contest in the election.
- No member can propose more than one candidate
- Members filing Nominations and their proposers are to bring the original as well as photocopy of the office identity card and receipt of payment of annual subscription of membership of OSSA for the year 2025.
- Two passport size photographs are to be submitted
- Mention Mobile number in the nomination form just below the signature.
Saturday, 19 April 2025
Centre approves IAS appointments

Friday, 18 April 2025
Saturday, 12 April 2025
Unified Pension Scheme: FAQ
- ପୁରାତନ ପେନସନ (Old Pension Scheme)
- ନୂତନ ପେନସନ (New Pension Scheme)
- ୟୁନିଫାଏଡ ପେନସନ (Unified Pension Scheme)
Friday, 11 April 2025
Clarification on Common Pension Form
Thursday, 10 April 2025
Secretariat Cricket Premier League 2025
Contact :
- Abinash Khandual (8249016860, 9438102538)
- Amarendra Behera (9438565986, 7978450412)






.jpg)









































