Wednesday, 13 August 2025

Cabinet Decision: 13.08.2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି ।

1. Formulation of Odisha Museum Curatorial Services Rules for setting up of a separate Directorate of Museum (OLL&C Deptt)

2. Identification of 38 Mandis across state for upgradation as Model MANDIs (Cooperation Deptt)

3. Framing of Odisha Ministerial Services (Commercial Taxes & GST Range and Sub-ordinate offices) Rules, 2025 (Finance Deptt)

4. Approval of tender for implementation of Drinking Water Supply in Sambalpur Town (H&UD Deptt)

5. Sanction of funding for Implementation of LED Public Street Lighting Project in 110 ULBs in Odisha. (H&UD Deptt)

6. Additional incentives for Maintenance, Repair and Overhaul  (MRO) of Biju Pattnaik International Airport (C&T(Transport) Deptt)

7. Framing of Odisha Nursing Education Service (Method of Recruitment and Conditions of Service) Rules, 2025 for recruitment of base level post i.e.Tutor and promotion to higher rank. (Health & FW Deptt)







---------

Rajaswa Amala Sangha : Mass leave & state-wide agitation



KEY DEMANDS :

1. Base Level post Junior Revenue Assistant as ASO with Pay Level-9 (GP-4200)

2. Publication of District Revenue Ministerial Cadre Rules to enable overdue promotions as per GA&PG Department circular (download.pdf)

3. Restructuring of the District Revenue Ministerial Service Cadre

4. Inclusion of all district offices and staff (RTO, CSO, ICDS, Blocks, ITDA, etc.) in the Revenue Ministerial Service Cadre.

5. Health Insurance of ₹20 Lakh/annum to employees 

In the meantime Government in Revenue & Disaster Management Department have directed all Collectors to take steps for refusal of leave and issue show cause notice in case of unauthorised absence. (Download.PDF)

Tuesday, 12 August 2025

79th Independence Day : District allocation to Ministers

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭୯ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଉପ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବେ।

The term "HARIJAN" "ହରିଜନ" shall not be used in Official Communication

19351 Dt.12.08.2025
Click here to view download PDF 

Mass Leave of District Level Ministerial Employees : Government issues instructions

30431 Dt.12.08.2025

Promotion of Joint Secretary to Additional Secretary


34005 Dt.11.08.2025

Promotion of Deputy Secretary to Joint Secretary

34028 Dt.11.08.2025

Monday, 4 August 2025

Cabinet Decision: 01.08.2025

23rd Cabinet Meeting: Dt.01.08.2025
-------
1. Law Department: 
Amendment in Odisha Law Officers Rules, 1971
2. Law Department: 
Amendment in Odisha District & Civil Courts Judicial Staff Services (Method of Recruitment & Conditions of Service) Rules, 2008
3. MS&ME Department: 
Amendment in Odisha Food Processing Policy, 2016
4. Water Resources Department: 
Mukhyamantri Adibandha Tiyari Yojana - 3.0
5. Finance Department: 
Amendment in Odisha Goods & Services Tax Act, 2017






Tuesday, 29 July 2025

ASO Gradation List (as on 01.01.2018) revised : Earlier joining in service considered senior

ରାଜ୍ୟ ସଚିବାଳୟ ସେବା ବର୍ଗରେ ନିଯୁକ୍ତି ପାଇଥିବା ସହାୟକ ଉପବିଭାଗ ଅଧିକାରୀ (ଏ.ଏସ୍.ଓ) ମାନଙ୍କ ପଦକ୍ରମ୍ ତାଲିକାରେ ପୁଣିଥରେ ପରିବର୍ତ୍ତନ କରାଯାଇଛି ।
# Court Order implemented 
# Date of joining considered for deciding seniority rather than year of recruitment 
# 2015-16 Spl Drive batch (Joining in February, 2016) kept above 2011 Regular Batch (Joining in October, 2016) in the list

ସୂଚନାଯୋଗ୍ୟ ଯେ ୨୦୧୩ (Spl Drive Batch) ଓ ୨୦୧୧ (ରେଗୁଲାର ବ୍ୟାଚ) ମଧ୍ୟରେ ଚାଲିଥିବା ବରିଷ୍ଠତା ସମ୍ବନ୍ଧୀୟ ନ୍ୟାୟିକ ଲଢେଇରେ ଗତ ତା.୦୩.୦୬.୨୦୨୫ରିଖର ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜର ନିଷ୍ପତି ଶୁଣାଇଥିଲେ । ଏଥିରେ ଚାକିରୀରେ ପ୍ରଥମେ ଯୋଗ ଦେଇଥିବା ଏ.ଏସ୍.ଓ. ଙ୍କୁ ବରିଷ୍ଠ ଭାବେ ବିଚାର କରିବାକୁ ନିର୍ଦ୍ଦେଶ ଅଛି । କିନ୍ତୁ ଗତ ୧୧.୦୬.୨୦୨୦ ରେ ପ୍ରକାଶିତ ପଡ଼କ୍ରମ୍ ତାଲିକାରେ ବିଜ୍ଞାପନ ବର୍ଷ କୁ ବିଚାରକୁ ନିଆଯାଇଥିଲା।

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ସ୍ୱରାଷ୍ଟ୍ର ବିଭାଗ ତରଫରୁ ତା୧୧.୦୬.୨୦୨୦ ରିଖରେ ପ୍ରକାଶିତ ଚୁଡାନ୍ତ ଏ.ଏସ.ଓ. ପଦକ୍ରମ ତାଲିକାକୁ ପରିବର୍ତ୍ତନ କରି ଆଉଥରେ ତା ୦୧.୦୧.୨୦୧୮ ସୁଦ୍ଧା ଏ.ଏସ୍.ଓ. ପଦବୀରେ ଥିବା ଅଧିକାରୀ ମାନଙ୍କ ପଦକ୍ରମ୍ ତାଲିକା ପ୍ରକାଶ ପାଇଛି ଏଵଂ ଆସନ୍ତା ୧୫ ଦିନ ମଧ୍ୟରେ ଅଭିଯୋଗ/ଆପତ୍ତି ଆହ୍ଵାନ କରାଯାଇଛି ।
--------------------------------------------------------------------
👉Old Gradation (as on 01.01.2018) : 20286 Dt.11.06.2020 (PDF)
  • Senior :  Recruitment 2011 (Regular) & joined in October, 2016 (810 ASO)
  • Junior : Recruitment 2013 (Spl Drive) but  joined in February, 2016 (140 ASO)
--------------------------------------------------------------------
👉Court Judgement Dt.03.06.2025 : Download.pdf
--------------------------------------------------------------------
👉Revised Gradation List : 32056 Dt.29.07.2025 (PDF)
  • SeniorRecruitment 2013 (Spl Drive) & joined in February, 2016 (140 ASO)
  • JuniorRecruitment 2011 (Regular) but  joined in October, 2016 (810 ASO)
--------------------------------------------------------------------
ଇତି ମଧ୍ୟରେ ୨୦୧୧ ରେଗୁଲାର ଵ୍ୟାଚର ୮୧୦ ଏ.ଏସ୍.ଓ ମଧ୍ୟରୁ ବର୍ତ୍ତମାନ ଚାକିରୀରେ ଥିବା ପ୍ରାୟ ସମସ୍ତେ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି ପାଇସରିଥିବା ବେଳେ ଗତ ମାସରେ ପ୍ରାୟ ୩୨୬ ଜଣ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ପାଇସାରିଲେଣି । କିନ୍ତୁ ୨୦୧୩ Spl. Drive ବ୍ଯାଚର ପ୍ରାୟ ଅନେକ ଏବେବି ୯ ବର୍ଷ ହେବ ସେହି ଏ.ଏସ.ଓ ପଦବୀରେ ଅଛନ୍ତି । ତେଣୁ ଏବେ ଏହି ପରିବର୍ତ୍ତିତ ପଡ଼କ୍ରମ ତାଲିକା ବଳରେ ସେମାନଙ୍କୁ ପଦୋନ୍ନତି ମିଳିବା ସହିତ ଆଗରୁ ପଦୋନ୍ନତି ପାଇଥିବା କିଛି ଅଧିକାରୀଙ୍କର ତଳ ପଦବୀକୁ ପଦସ୍ଖଳନ (demotion) କରାଯାଇପାରେ ।

32056 Dt.29.07.2025