Sunday 27 March 2022

OSS Cadre ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲା

 


ଓଡିଶା ସଚିବାଳୟ ସେବାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗତ ପଞ୍ଚାୟତ ତଥା ପୌରପାଳିକା ନିର୍ବାଚନ ରେ ଅଦ୍ଭୁତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇଛି। ଆଜି ନବୀନ ନିବାସ ରେ OSS  Cadre  ର କିଛି ବରିଷ୍ଠ ତଥା ଯୁବ ଅଧିକାରୀ ନବୀନ ପଟ୍ଟନାୟକଙ୍କୁ  ଭେଟିଥିଲେ। ସଚିବାଳୟର ଏହି କ୍ୟାଡର ସରକାରଙ୍କ ସବୁ ବିକାଶୋନ୍ମୋଖୀ କାର୍ଯ୍ୟକ୍ରମ ରେ ସଦାସର୍ବଦା ପୂର୍ଣ୍ଣ ସହଯୋଗ କରୁଥିବାର ସୂଚନା ଦେବା ସହିତ ଆଗାମୀ ଦିନରେ କର୍ମଚାରୀମାନଙ୍କ ହିତ ପାଇଁ ଶୁଭଦ୍ରୁଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା। 

Saturday 26 March 2022

ମାନବାଧିକାର କମିସନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ‘ସରକାରୀ ଅଫିସ୍‌ରେ ୬ ମାସ ମଧ୍ୟରେ କ୍ରେଚ୍‌ ତିଆରି କର’

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ୫୦ ବା ତଦୂର୍ଧ୍ଵ ମହିଳା କର୍ମଚାରୀ କାର୍ଯ୍ୟରତ ଥିଲେ, ସେଠାରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ସରକାରୀ ଅଫିସ୍‌ରେ ଏହି ସୁବିଧା ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି)। ଆଜି କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଆସନ୍ତା ୬ ମାସ ମଧ୍ୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କ୍ରେଚ୍‌ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ଶୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ବପ୍ରିୟ କାନୁନ୍‌ଗୋ ପ୍ରମୁଖ ଆଇନଜୀବୀମାନଙ୍କ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି କମିସନ ଏହି ରାୟ ଶୁଣାଇଛନ୍ତି।

Friday 25 March 2022

I & PR and Finance enters Final

Secretariat Cricket Cup 2022
----
ଶୁକ୍ରବାର ଅନୁଷ୍ଠିତ ସୁପର ଥ୍ରୀ ମ୍ୟାଚ ରେ ଅର୍ଥ ବିଭାବ, ମତ୍ସ୍ଯ ପଶୁପାଳନ ବିଭାଗ ଓ ସୂଚନା ଲୋକସମ୍ପର୍କ ବିଭାଗ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି। କିନ୍ତୁ ରନ୍ ରେଟ ଭିତ୍ତିରେ କେବଳ ଅର୍ଥ ବିଭାଗ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ଆସନ୍ତା ୨୮ ତାରିଖରେ ଟାଇଟଲ ଲଢେଇରେ ପରସ୍ପରକୁ ଭେଟିବେ। 

Ceiling on Honorarium payable to a Government Employee

Traffic Regulations during Budget Session of Assembly

 


Budget Session of Assembly starts today

The Budget Session of Odisha Legislative Assembly will start from 25th and continue till March 31.  Budget for the year 2022-23 will be presented on 30th March and the Appropriation Bill on Vote on Account on 31st March. 

Centre Lifts COVID Restrictions : No further orders by MHA

 

Click here to view/download.PDF

Thursday 24 March 2022

Felicitations of two successful sports person of OSS Cadre

Sri Deep Ranjan Bisoyee (Section Officer, Finance Department), the international awardee in Para Badminton Championship and Mrs Abhisikta Pattnaik (Section Officer, W&CD Deptt), the awardee in All India Civil Service Chess Tournament were felicitated by the Odisha Secretariat Athletic Association in the august hands of the Principal Secretary to Govt, Finance Department at 6.15 PM on 23rd March in the  Secretariat Mini Stadium. 
In this occasion, the following officials were present along with hundreds of employees. 
Sri Chitta Ranjan Hota, Joint Secretary, Finance Department, Sri Debidatta Mishra, President, OSEAA, Sri Hara Prasad Biswal, General Secretary, OSEAA, Trinath Palei, Debi Prasad Das and Sanjib Kumar Mushra, Bibekananda Sahoo and others




ସଚିବାଳୟରେ ଚାକିରୀ : ଅନ୍ୟର ଆଶା ଓ ନିଜର ପାରିବା ପଣିଆ

ଆମ ଗାଁ ସରପଞ୍ଚ ହେବା ପାଇଁ ଲବି କରୁଥିବା ଜଣେ ସଂପର୍କୀୟ ଦାଦା ଭୁବନେଶ୍ୱର ଆସିଥିଲେ। ଉଦ୍ଦେଶ୍ଯ ଥିଲା ସ୍ଥାନୀୟ ବିଧାୟକ ଙ୍କୁ ଦେଖା କରିବା। ସାଙ୍ଗରେ ଆସିଥିଲେ ଆଉ ୩-୪ ସଂପର୍କୀୟ ଗାଁ ଗୁରୁଜନ। ଏମାନେ ପ୍ରାୟତଃ ବିଗତ ୨୦-୩୦ ବର୍ଷ ହେଲା ଗାଁ ରେ ରାଜନୀତି କରୁଛନ୍ତି। ସେ ଦ୍ରୁଷ୍ଟିରେ ଆଜିର ଯୁବ ଗୋଷ୍ଠୀ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯଦି ଭୁବନେଶ୍ୱର ରେ କୌଣସି ଗାଁ ଲୋକ ଭେଟ ହୁଅନ୍ତି, ତେବେ ସବୁ ଭୁଲିଯାଏ ଆଉ ବହୁତ ଖୁସି ଲାଗେ। ବର୍ଷ ସାରା ବିଧାୟକ ଙ୍କ ସରକାରୀ କ୍ୱାର୍ଟର କୁ ଆସୁଥିଲେ ମଧ୍ଯ, ଏଜି ଛକରୁ ଆଚାର୍ଯ୍ୟ ବିହାର ଫେରିବା ବାଟରେ ବାମ ପଟରେ ସଚିବାଳୟ ଓ ବିଧାନସଭାକୁ କେବଳ ବୋଲେରୋ ଗାଡି ଭିତରୁ ଦେଖନ୍ତି ଅଥଚ ତଥାକଥିତ ସୁରକ୍ଷା ବଳୟ ଭେଦ କରି ଭିତରକୁ ଯିବାର ସ୍ୱପ୍ନ ମଧ୍ଯ ଦେଖିନଥାନ୍ତି। 

Regularisation of DEOs : Government to file writ appeal

Minutes of the meeting in the matter of DATA ENTRY OPERATORS

Government Offices & Banks in Urban area declared holiday for ULB Election


Government Offices Holiday 



Bank Holiday on polling day

Draft Voter List for OSSA Election 2022

Draft voter list for OSSA Election 2022 has been published for information of all. Objection has been invited for any corrections (if any) required before election. It is to be noted that General Election of Odisha Secretariat Service Association (OSSA) is scheduled on 12th April, 2022. Filing of nomination will be started from 28th March. 
Click the link below for the voter list. 

Wednesday 23 March 2022

Promotion of Under Secretary to the rank of Deputy Secretary


9618 Dt.23.03.2022

Secretariat Inter-Department Volleyball Tournament

Click here to view/download.PDF
(Rules Regulations) 

IPR, FARD and Finance entered Semi Final

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ବିଜୟ ହାସଲ କରି (୧) ସୂଚନା ଓ ଲୋକସମ୍ପର୍କ (୨) ମତ୍ସ୍ଯ ଓ ପଶୁପାଳନ ଏବଂ (୩) ଅର୍ଥ ବିଭାଗ ସେମି ଫାଇନାଲରେ ପ୍ରବେଶ  କରିଛନ୍ତି।

- ମତ୍ସ୍ଯ ଓ ପଶୁପାଳନ ବିଭାଗ ୫ ଉଇକେଟରେ ସାଧାରଣ ପ୍ରଶାସନ ବିଭାଗ କୁ ପରାସ୍ତ କରିଛି। 
GAA (81/1) Vs F&ARD (82/3) 

- ଅର୍ଥ ବିଭାଗ ୭ ଉଇକେଟରେ ଉଚ୍ଚଶିକ୍ଷା ବିଭାଗ କୁ ପରାସ୍ତ କରିଛି। 
Higher Education (65/5) Vs Finance (68/1) 

- ସୂଚନା ଓ ଲୋକସମ୍ପର୍କ ବିଭାଗ ୩୮ ରନ୍ ରେ ଶକ୍ତି ବିଭାଗ କୁ ପରାସ୍ତ କରିଛି।
I&PR (100/3) Vs Energy (62/7) 

For detail Scoreboard, download CRICHEROES App

ଉପରୋକ୍ତ ତିନି ବିଜୟୀ ଦଳ ମଧ୍ୟରେ ତିନୋଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଟାଇଟଲ ଲଢେଇ (ଫାଇନାଲ) ହେବ। 

Tuesday 22 March 2022

Secretariat Cricket Cup 2022 : Knockout Matches

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ନକଆଉଟ ପର୍ଯ୍ୟାୟ ଶେଷ ହୋଇଯାଇଛି। ଏଥିରେ ସାଧାରଣ ପ୍ରଶାସନ, ମତ୍ସ୍ଯ ଓ ପଶୁପାଳନ, ସୁଚନା ଲୋକସଂପର୍କ, ଶକ୍ତି, ଉଚ୍ଚ ଶିକ୍ଷା ଏବଂ ଅର୍ଥ ବିଭାଗ କ୍ୱାର୍ଟର ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। 

KNOCKOUT MATCHES (KO) 
KO -1 : (Gr 1 & 12 ) GAA (101/5) Vs HFW (53/4) 
KO -2 : (Gr 6 & 7) FARD (67/5) Vs COOP (66/7) 
KO -3 : (Gr 2 & 11) IPR Vs GAB (Abs) 
KO -4 : (Gr 5 & 8)  Energy Vs Law (Abs) 
KO -5 : (Gr 3 & 10) HE (110/3) Vs AGRI (92/7) 
KO -6 : (Gr 4 & 9) Finance (74/1) Vs Home (60/3) 

ସେହିପରି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସୂଚନା ଲୋକସମ୍ପର୍କ ବିଭାଗ, ଶକ୍ତି ବିଭାଗ କୁ ୩୮ ରନ୍ ରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲ କୁ ପ୍ରବେଶ କରିଛି। 

QUARTER FINAL MATCHES (QF) 
QF-1 : I & PR (100/3) Vs Energy (62/7) 

For live updates download CRICHEROES App

Friday 18 March 2022

Secretariat Cricket Cup 2022 : Knockout Round from Monday

After completion of all league matches (except three) the top teams of each group have entered KNOCKOUT Round which is going to start from Monday. 
It is noted that 38 Departments have played league matches in 12 groups. There will be six knockout matches among the 12 top teams of each group as below. 
Group Topper Teams : 
Group 1 - to be decided
Group 2 - Information & PR
Group 3 - Agriculture & FE
Group 4 - Finance
Group 5 - Law
Group 6 - Fishery & ARD
Group 7 - Cooperation
Group 8 - Energy
Group 9 - Home
Group 10 - Higher Education
Group 11 - General Administration B
Group 12 - Health & Family Welfare

KNOCKOUT MATCHES (KO) 
KO -1 : (Gr 1 & 12 ) ___ Vs HFW
KO -2 : (Gr 6 & 7) FARD Vs COOP
KO -3 : (Gr 2 & 11) IPR Vs GAB
KO -4 : (Gr 5 & 8) LAW Vs Energy
KO -5 : (Gr 3 & 10) AGRI Vs HE
KO -6 : (Gr 4 & 9) Finance Vs Home

The Final Match is scheduled on 28th March. 

All India Civil Service Chess : Abhisikta ranked third

Abhisikta Pattnaik working as Section Officer in W&CD Department has secured third position in All India Civil Service Chess Tournament 2022 held in New Delhi. 

Happy congratulations... 



ପୂର୍ତ୍ତ ବିଭାଗର ସାନ୍ତ୍ୱନା ମୂଳକ ବିଜୟ


ସାଧାରଣ ପ୍ରଶାସନ ବିଭାଗ ସାଂସ୍କୃତିକ ଓ କ୍ରିଡ଼ା ପରିଷଦ ଦ୍ବାରା ଆୟୋଜିତ ଆନ୍ତଃ ବିଭାଗୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୂର୍ତ୍ତ ବିଭାଗ ନିଜର ଶେଷ ଲିଗ୍ ମ୍ୟାଚରେ ପର୍ଯ୍ୟଟନ ବିଭାଗ କୁ ୫୨ ରନ୍ ରେ ପରାସ୍ତ କରିଛି। ନିଜର ପ୍ରଥମ ଦୁଇ ମ୍ୟାଚ ଯଥାକ୍ରମେ ସ୍ୱରାଷ୍ଟ୍ର ବିଭାଗ (Home) ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ନିକଟରୁ ପରାଜିତ ହୋଇଥିବାରୁ  ଏହି ଦଳ ଟୁର୍ଣ୍ଣାମେଣ୍ଟ ରୁ ବିଦାୟ ନେଇଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ତ୍ତ ବିଭାଗ ୮ ଓଭରରେ ୬ ଉଇକେଟ ହରାଇ ୯୭ ରନ୍ କରିଥିଲା। ଏହାର ଜବାବରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୪୫ ରନ୍ କରିଥିଲା। ବିଜୟୀ ଦଳ ପକ୍ଷରୁ ଶିବରାମ ସାହୁ ସର୍ବାଧିକ ୩୭ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।  

 


ସେହିପରି ଅନ୍ୟ ଏକ ମ୍ୟାଚରେ ସ୍ୱରାଷ୍ଟ୍ର ବିଭାଗ ୪୪ ରନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) କୁ ପରାସ୍ତ କରି ଗ୍ରୁପର ଶୀର୍ଷ ସ୍ଥାନ ଦଖଲ କରିଛି ଏବଂ ନକଆଉଟ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛି। ପ୍ରାରମ୍ଭରେ  ସ୍ୱାଧୀନ ବେହେରା ଙ୍କ ବିସ୍ପୋରକ ୪୮ ରନ୍ ସହାୟତାରେ ସ୍ୱରାଷ୍ଟ୍ର ବିଭାଗ ଗୋଟିଏ ଉଇକେଟ ହରାଇ ୯୨ ରନ୍ କରିଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ମାତ୍ର ୪୮ ରନ୍ କରିପାରିଥିଲା।

POINT TABLE
For details on all league matches

Thursday 17 March 2022

Practice Test rescheduled ..

Based on request from aspirants the practice test as scheduled on 18th & 19th March has been postponed on the eve of Dola Purnima & Holi. 

Hence, the said examination will be held on 20.03.2022 (Sunday) as per following schedule. 

7:00AM - 9:00AM : Mathematics & Reasoning AND General Awareness

11:00AM - 01:00PM : Odia AND English

My WhatsApp Number : 9338677019

Promotion of Deputy Secretary to the rank of Joint Secretary

 

9028 Dt.17.03.2022

Special Casual Leave & Holiday for ULB Election 2022

 

8719 Dt.17.03.2022



Bank Holiday on polling day


Government Offices Holiday 

Parliament Question on Old Pension Scheme

Wednesday 16 March 2022

OSSA Election on 12th April

The General Election for Office Bearers of Odisha Secretariat Service Association (OSSA) is scheduled on 12.04.2022. 

Nomination will  be submitted during 28-31 March, 2022.

Application has been invited for volunteers in the process of upcoming election of OSSA. 




Tuesday 15 March 2022

Deep Ranjan won Bronze medal...

# Deep Ranjan Bisoyee is working as Section Officer in Finance Department
Happy Congratulations.. 





Sunday 13 March 2022

Free Practice Test for Secretariat ASO

Dear ASO aspirants, 
It's a very crucial time for all of you. Examination is scheduled in August. Everyone is on the way of hard work and preparation. 
Just to encourage all of you, I have planned for a Parallel Practice Test (Based on exam pattern of OPSC in last three recruitments) of four papers. This will be an offline test and completely free of cost. Interested aspirants can book in advance through my WhatsApp number (Subject to maximum 15 students). Inform your willingness on 17th March (08:00am) 

Schedule
  • Dt.18.03.2022 (Friday) 7:00 AM - 09:00AM : Mathematics & Reasoning  AND General Awareness
  • Dt.19.03.2022 (Saturday) 7:00 AM - 09:00AM : Odia AND English
Venue :  Near AG Square, Bhubaneswar
(Exact location will be shared later) 
------------------
SELF TEST AT YOUR HOME
Those who can't appear offline test, they can access soft copy uploaded here. Aspirants can appear the examination at their home and send the answer copy to my WhatsApp. 

Question Upload : 9:55AM
Examination Start : 10:00AM
Aspirants will send answer copy by 12:10AM