Thursday 14 October 2021

First Salary of Secretariat ASO

ଯଦି ସବୁ କିଛି ଠିକଠାକ୍ ଚାଲେ ଏବଂ ଆସନ୍ତା ୬ ମାସ ମଧ୍ଯରେ ସଚିବାଳୟ ଏଏସ୍ଓ  ଚାକିରୀରେ ଯୋଗ ଦିଅନ୍ତି ତେବେ, ସେମାନଙ୍କର ମାସିକ ବେତନ କେତେ ହେବ ତାହା ସମସ୍ତଙ୍କ ମନରେ  ଜିଜ୍ଞାସା ଥିବ। ନିକଟରେ ରାଜ୍ଯ କ୍ୟାବିନେଟ ମହଙ୍ଗା ଭତ୍ତା ୧୭% ରୁ ୨୮% କୁ ବ୍ରୁଦ୍ଧି କରିଥିବାରୁ ୦୧.୦୭.୨୦୨୧ ଠାରୁ ଜଣେ ନୂଆକରି ଯୋଗ ଦେବାକୁ ଥିବା ସହାୟକ ଉପବିଭାଗ ଅଧିକାରୀ ଙ୍କୁ ନିମ୍ନମତେ ମାସିକ ବେତନ ମିଳିବ। ଏହି ଦରମା ହାର ଉଭୟ ସଚିବାଳୟ ଓ ହାଇକୋର୍ଟ ଏଏସ୍ଓ ପାଇଁ ସମାନ। 
ଚାକିରୀର ପ୍ରଥମ ୧୦ ମାସରେ ଗୋଷ୍ଠୀ ବୀମା ଯୋଜନା (Group Insurance Scheme) ପାଇଁ ୨୦୦୦ ଟଙ୍କା ଲେଖାଏଁ ୧୦ଟି କିସ୍ତିରେ ଦରମାରୁ କଟାଯିବ। 

ପରବର୍ତ୍ତୀ ସମୟରେ  ଚାକିରୀ ର ଏକ ବର୍ଷ ବ୍ୟବଧାନରେ Basic  Pay  ବ୍ରୁଦ୍ଧି ହେବା ସହିତ ପ୍ରତି ୬ ମାସରେ ମହଙ୍ଗା ଭତ୍ତା ବ୍ରୁଦ୍ଧି ହୁଏ ସେହି ଅନୁଯାୟୀ ବେତନ ହିସାବ ପାଇଁ ଏହି ବ୍ଲଗର ବାମପାର୍ଶ୍ଵରେ ଥିବା Salary Calculator ବ୍ଯବହାର କରିପାରିବେ।
Reference : Secretariat ASO is classified under Group-B post with Pay Band-2 i.e. Basic Pay = 9300-34800 and Grade Pay = 4200. 
As per 7th Pay Commission, the said post is placed under Level-9 of Pay Matrix with initial Basic Pay of ₹35400.

No comments: