Tuesday 19 October 2021

ASO Preparation Strategy : Day 36-50

ଆଶା କରୁଛି ସମସ୍ତ ଏଏସ୍ଓ ପରୀକ୍ଷାର୍ଥୀ ଭଲରେ ଥିବେ।  ପୂଜା ଛୁଟି ବେଶ ଭଲରେ କଟିଥିବ। ଏବେ ପୁଣି ଫେରିବା ନିଜର ଲକ୍ଷ ସ୍ଥଳକୁ। ଏଏସ୍ଓ ପାଇଁ ପ୍ରସ୍ତୁତି। ବିଶେଷ କରି ଏହି ବ୍ଲଗର ନିୟମିତ ପାଠକ ମାନେ ସେମାନଙ୍କ ସହଯୋଗ ଜାରି ରଖିଛନ୍ତି ଏବଂ ସେମାନଙ୍କ ନିକଟରେ ସଚିବାଳୟ ତଥା ରାଜ୍ଯ ପ୍ରଶାସନିକ ଖବର ଯଥାସାଧ୍ଯ ପହଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ। 

ସହାୟକ ଉପବିଭାଗ ଅଧିକାରୀ ପରୀକ୍ଷା ନିମିତ୍ତ ଏକ ୬୦ ଦିନିଆ ପ୍ରସ୍ତୁତି ଖସଡ଼ା ତିଆରି କରାଯାଇ ଏଠାରେ ନିୟମିତ ଭାବରେ ପ୍ରକାଶ କରାଯାଉଛି। ଆଶାକରେ କିଛି ମାତ୍ରାରେ ଆପଣମାନେ ଏହାକୁ ଅନୁସରଣ କରୁଥିବେ।  ପୂଜା ଛୁଟି ପାଇଁ ଏବେ ସରିଗଲାଣି। ତେଣୁ ଆଗାମୀ ୧୫ ଦିନର ପ୍ରୋଗ୍ରାମ ଏଠାରେ ଦିଆଗଲା। ତା ପୂର୍ବରୁ ସେହି ଗୋଟିଏ କଥା ପୁଣି କହି ରଖୁଛି, ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ। ଆଗ୍ରହୀ ଛାତ୍ରଛାତ୍ରୀ ଏହକୁ ଗ୍ରହଣ କରିପାରିବେ। ଯଦିଓ ୧୦୦% ସଫଳତା ପାଇଁ ସେମିତି କିଛି ନିର୍ଦ୍ଧିଷ୍ଟ ଔଷଧ / ରାସ୍ତା ନାହିଁ, କିନ୍ତୁ ଆମର ବିଶ୍ବାସ କେବଳ Quality Reading & Practice ଦ୍ୱାରା ସବୁ ସମ୍ଭବ। ଯଦି ଚାକିରୀ ଆପଣଙ୍କ ପ୍ରଥମ ଲକ୍ଷ୍ଯ, ତେବେ ଗୋଟିଏ ଦିନର ସର୍ବାଧିକ ସମୟ ପାଠ ପଢାରେ ଖର୍ଚ୍ଚ କରିବା ଉଚିତ। ହୁଏତ ରୋଷେଇ, ଟ୍ୟୁସନ, ଅର୍ଥାଭାବ ପ୍ରତିବନ୍ଧକ ସାଜିପାରେ, କିନ୍ତୁ ସକାଳୁ ପ୍ରଥମ ୫ ଘଣ୍ଟା ନିୟମିତ ଭାବେ ଦୁଇମାସ ପଢନ୍ତୁ, ସବୁ ପରୀକ୍ଷା ପାଇଁ ନିଜର  confidence ଆସିଯିବ। ଯେଉଁ ବିଷୟରେ ଅସୁବିଧା ହେଉଛି, ଥରେ କାହାଠାରୁ ବୁଝି ନିଅନ୍ତୁ କିମ୍ବା ଭଲ Youtube Channel ରୁ ବିଷୟ କୁ ବୁଝିବାକୁ ଚେଷ୍ଟା କରନ୍ତୁ। ତା ପରେ ଯାଇ  practice set  କରନ୍ତୁ। 

ଗତ ୩୫ ଦିନର ପ୍ରସ୍ତୁତି ଖସଡାରେ ପ୍ରାୟ ୮୦% ସିଲାବସ ସରିଥିଲା। ଏବେ ଆଉ ୧୫ ଦିନରେ ବାକି ଅଂଶ ସରିଯିବ। ଫଳରେ ପରବର୍ତ୍ତୀ ସମୟରେ ପ୍ରାକ୍ଟିସ କରିବା ସହଜ ହେବ। ଶେଷ ୧୦ ଦିନରେ  କେତେକ ସ୍ୱତନ୍ତ୍ର ଧାରଣା ଦିଆଯିବ। ଫଳରେ ଯେକୌଣସି ପିଲା ଆରମ୍ଭରୁ ପାଠ ଆରମ୍ଭ କଲେ ମଧ୍ଯ ଏହି ୬୦ ଦିନରେ ପ୍ରାୟ ବିଷୟକୁ ଛୁଇଁ ପାରିବ। ଆଶାକରେ ଏ ପ୍ରୟାସ ଆପଣମାନଙ୍କୁ ସହାୟକ ହେବ। 

General Awareness : 
Day 36 : World Geography
Day 37 : World Geography
Day 38 : Economy - I
Day 39 : Economy - II
Day 40 : General Science - I
(Nutrition / Respiration / Excretion ) 
Day 41: General Science - II
(Circulation System / Blood Category
Day 42 : General Science - III
(Nervous System / Reproductive System) 
Day 43 : General Science - IV
(Skeleton System / Vitamins / Diseases)
Day 44 : General Science - V
(Periodic Table / Valency / Bonding)
Day 45 : General Science - VI
(Acid - Base / Metal - Non Metal)

General English
Day 36 : Phrasal Verbs
Day 37 : Idiom - Phrases
Day 38 : One word Substitutions
Day 39 : Synonyms
Day 40 : Antonyms
Day 41 : Sentence Arrangements
Day 42 : Word Arrangements
Day 43 : Comprehensive (Passage) 
Day 44 : Preposition (Revision) 
Day 45 : Adverb ( Revision) 

Odia Language :
Day 36 : କାରକ - ବିଭକ୍ତି (୧ମା, ୨ୟା) 
Day 37 : କାରକ - ବିଭକ୍ତି (୩ୟା, ୪ର୍ଥୀ) 
Day 38 : କାରକ - ବିଭକ୍ତି (୫ମୀ, ୬ଷ୍ଠୀ, ୭ମୀ) 
Day 39 : ସନ୍ଧି ବିଚ୍ଛେଦ
Day 40 : ସନ୍ଧି ବିଚ୍ଛେଦ
Day 41 : ତଦ୍ଧିତ ପ୍ରତ୍ୟୟ
Day 42 : ତଦ୍ଧିତ ପ୍ରତ୍ୟୟ
Day 43 : ବାକ୍ଯ ବିଚାର
Day 44 : ଶବ୍ଦ - ପଦ
Day 45 : ଶବ୍ଦ - ପଦ

Mathematics / Reasoning :
Day 36 : Statistics (Revision) 
Day 37 : Probability (Revision) 
Day 38 : Mensuration - 2D (Revision) 
Day 39 : Mensuration - 3D (Revision) 
Day 40 : Arithmetic Progression (Revision) 
Day 41 : Quadratic / Linear Eqn ( Revision) 
Day 42 : Arithmetic Reasoning
Day 43 : Counting of coloured faces in cube arrangements
Day 44 : Counting figures (Triangle / Cube) 
Day 45 : Sitting Arrangements ( Table / Row) Practice 


All Type Revision : 

Day 46 : Current Affairs 
( Awards - International / Indian / Odisha) 

Day 47 : Odia Basic
(ବର୍ଣ୍ଣ, ଧ୍ୱନି, ଲିପି) 

Day 48 : English Revision

Day 49 : Mathematics ( Formula Collection) 

Day 50 : Reasoning (Formula Collection) 


Also read :
# For Mathematics, don't follow any other books except NCERT. Its enough. 
# For Currently Affairs, read a newspaper daily for 1Hr to 2 Hrs. (Preferably "The Hindu") 
# For G.A ., I have suggested "Lucent's", but you can follow others. But as per my view, one can refer so many books. But for confidence, try to complete atleast one book first. 

# Disclaimer : The aforementioned ideas or strategies are fully personal. Don't take it as official. This is for information purpose only. 

2 comments:

Unknown said...

Ook

Unknown said...

Sir, can you please provide the link to Day 51-60?