Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Sunday, 11 February 2024
Friday, 9 February 2024
Thursday, 8 February 2024
For all viewers !!! PLEASE HELP
ଏହି BLOG ର ସମସ୍ତ ନିୟମିତ ତଥା ସାମୟିକ ପାଠକପାଠିକା ମାନଙ୍କୁ ସେମାନଙ୍କର ମୋ ପ୍ରତି ତଥା ଏହି ବ୍ଲଗ ପ୍ରତି ଭଲପାଇବା ଏତେ ମାତ୍ରାରେ ଦେଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ଆଜି ଏହି ବ୍ଲଗ ର PAGE VIEW ୨୨,୦୦,୦୦୦ ଅତିକ୍ରମ କରିସାରିଲାଣି । ସେହିପରି ଦୈନିକ PAGE VIEW ହାରାହାରି ୪୫୦୦ ରହୁଛି । ସେଥିପାଇଁ ମୋତେ ସବୁବେଳେ କିଛି ନା କିଛି ଉପାଦେୟ ତଥ୍ୟ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରେରଣା ଓ ଉତ୍ସାହ ମିଳୁଛି । ଆଗାମୀ ଦିନରେ ଆପଣମାନଙ୍କୁ ଅଧିକ ରୁ ଅଧିକ ବିଭିନ୍ନ ଉପାଦେୟ ସୂଚନା ଦେବାକୁ ନିଶ୍ଚୟ ଚେଷ୍ଟା କରିବି ।
ଏଠାରେ ମୁଁ ଗୋଟିଏ ସୂଚନା ଦେବାକୁ ଚାହେଁ ଯେ, ରୋଜଗାର ଉଦ୍ଦେଶ୍ୟରେ ଏହି ବ୍ଲଗ ତିଆରି ହୋଇନାହିଁ । ସଂପୂର୍ଣ୍ଣ ନିଶୁଳ୍କ ଭାବେ ଏହି ପ୍ରଚେଷ୍ଟା ଜାରି ରଖିଛି। Google AdSence ମାଧ୍ୟମରେ ସ୍ୱଳ୍ପ ରୋଜଗାର ସୁବିଧା ଥିଲେ ମଧ୍ୟ BLOGPAGEର ସୁନ୍ଦରତା ରକ୍ଷା ପାଇଁ ତଥା VISITORS ମାନଙ୍କୁ ଅବାଞ୍ଛିତ ବିଜ୍ଞାପନ ଦ୍ବାରା ବିରକ୍ତିକର ନ କରିବା ପାଇଁ ବିଜ୍ଞାପନ ସୁବିଧା କୁ BLOCK କରିଦେଇଛି ।
କିନ୍ତୁ ଆଜିର କିଛି ଏକ ଭିନ୍ନ ପରିସ୍ଥିତି ପାଇଁ ମୋର ଶ୍ରଦ୍ଧେୟ ତଥା ଅନେକ ବରିଷ୍ଠ PAGE VISITORS ମାନଙ୍କ ନିକଟରେ ଅନୁରୋଧ ସହ ଦାବି ରଖୁଛି ଯେ ଅତି ଜରୁରୀ ମନେକରି ନିମ୍ନରେ ଥିବା ସନ୍ଦେଶଟି ପଢନ୍ତୁ ଏବଂ ନିଜର ସାଧ୍ୟମତେ କିଛି ସହାୟତା ନିଶ୍ଚୟ କରନ୍ତୁ । ସେହି ସହଯୋଗ ମାଧ୍ୟମରେ ମୋର ପରିଶ୍ରମ ମୂଲ୍ୟ ପାଇଗଲି ବୋଲି ଭାବିନେବି ।
----------------------------------------------------------
ଶ୍ରୀ ସୁଜିତ କୁମାର ବେହେରା (୩୭ ବର୍ଷ)
ରାଜ୍ଯ ସଚିବାଳୟରେ ୨୦୨୧ରେ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପାଇ ନିର୍ମାଣ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ଭାଗ୍ୟର ବିଡମ୍ବନା, ଗତ ଏକ ବର୍ଷ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଡାକ୍ତର ପରାମର୍ଶ ଅନୁଯାୟୀ ଫେବୃଆରୀ ମାାସରେ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଟାଟା ମେମୋରିଆଲ ହସ୍ପିଟାଲ ଯିବାକୁ ପଡିବ। ଯେଉଁଥିପାଇଁ ପ୍ରାୟ ୧୫-୨୦ ଲକ୍ଷ ଅର୍ଥ ରାଶିର ଆବଶ୍ଯକତା ରହିଛି। ଯାହାକି ଜଣେ ସାଧାରଣ ପରିବାରର ବ୍ୟକ୍ତି ପାଇଁ ଯୋଗାଡ କରିବା ଅସମ୍ଭବ।
ଆଶା କରିବା, ଆମେମାନେ ନିଜ ପକେଟରୁ କିଛି ଅର୍ଥ କାଢି ଏଭଳି ଅସମୟରେ ସୁଜିତ ଭାଇଙ୍କୁ ସହଯୋଗର ହାତ ବଢେଇବା।
Waiting for your kind Cooperation
MANI BEHERA (Wife)
SBI A/C No : 32631832785
IFSC code-SBIN0002112
*****
FOR UPI PAYMENT (Phonepay/Gpay)
Mobile No. 6371897167
---------------------------------------------------------------------
ଆଶା କରିବି, ପ୍ରତ୍ୟେକ visitor ଅନୁରୋଧ ରକ୍ଷା କରି ଆଜି ହିଁ କିଛି ନା କିଛି ସହଯୋଗ କରିବେ। କାରଣ କମ୍ ସମୟରେ ଅନେକ କିଛି କରିବାର ଅଛି। ସମସ୍ତଙ୍କୁ ବିନମ୍ର ନିବେଦନ । 🙏🙏🙏🙏
Wednesday, 7 February 2024
Can the ASOs join in service on the day of Orientation?
ସଚିବାଳୟ ଏଏସ୍ଓ ନିଯୁକ୍ତି ପର୍ବ : ୯ ଫେବୃଆରୀ ରେ
Monday, 5 February 2024
Sunday, 4 February 2024
Sad News : Sri Sankarsan Naik, Deputy Secretary passed away
Friday, 2 February 2024
Thursday, 1 February 2024
First World Odia Language Conference
Delay in appointment of new ASO in Odisha Secretariat : Candidates in doubt !!
Wednesday, 31 January 2024
Tuesday, 30 January 2024
Cabinet Decision on 29.01.2024
Sunday, 28 January 2024
Parliament Budget Session 2024 : Time & Dates
The Budget Session of the Indian Parliament will commence on January 31, 2024 and is expected to conclude on February 09, 2024, as per an official Office Memorandum released by the Government of India. The Interim Budget for this financial year will be released on February 01, 2024 and no question hour will be conducted on that day.
Saturday, 27 January 2024
Adivasi Mela 2024
Friday, 26 January 2024
President's Medal for Gallantry / Distinguished Service announced for 2024
- President's Medal for Gallantry (PMG),
- Medal for Gallantry (GM),
- President's Medal for Distinguished Service (PSM)
- Medal for Meritorious Service (MSM)
Padma Awards 2024 announced : Four Padma Shri from Odisha
List of Padma Awards 2024 : View / download.PDF
Total Awards (132) : 5 Padma Vibhushan, 17 Padma Bhushan and 110 Padma Shri Awards.
From Odisha (04) : Gopinath Swain, Bhagbat Padhan, Binod Maharana, Binod Kumar Pasayat
Thursday, 25 January 2024
SAMALEI Prakalpa Lokarpan Utsav : All Schools & Colleges declared holiday on 27 January 2024
ASO Selection & appointment subject to final outcome of SLP
In pursuance of orders of the Hon'ble Supreme Court of India in SLP NO.1302/2024 dated 19.01.2024, the selection and appointment, if any, vide Commission's Notice No.9552/PSC, Dt.30.12.2023 for recruitment to the post of Assistant Section Officer, against Advertisement No.26 of 2021-22shall be subject to final outcome of the aforesaid Special Leave Petition.
CLICK HERE TO VIEW / DOWNLOAD.PDF
Wednesday, 24 January 2024
Major IPS reshuffle
# Click on image for better view |
CLICK HERE TO VIEW / DOWNLOAD.PDF