Tuesday, 11 October 2022

Secretariat Chess Championship 2022 rescheduled

Due to some unavoidable circumstances, the Secretariat Chess Championship - 2022 organized by Odisha Secretariat Chess Association (OSCA) which was scheduled from 18th October - 28th October, 2022 is rescheduled to be held from 27th October to 4th November, 2022.

Maharashtra’s 2 Shiv Senas get new names

The Shiv Sena faction led by former chief minister Uddhav Thackeray will be called "Shiv Sena (Uddhav Balasaheb Thackeray)". The party’s election symbol will be a flaming torch. Download ECI Letter.PDF

Saturday, 8 October 2022

OSS cadre officers' success in OCS 2020

ରାଜ୍ୟ ସଚିବାଳୟ ରେ ସହାୟକ ଉପବିଭାଗ ଅଧିକାରୀ ଭାବେ ଯୋଗ ଦେଇଥିବା ଅନେକ ଅଧିକାରୀ ସବୁବର୍ଷ ଭଳି ଚଳିତ ଓଡିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ସଫଳତା ପାଇଛନ୍ତି।
  • 4th : Debabrat Kar (2018 Batch, Ex-ASO, Works Deptt) 
  • 51 : Rajendra Prasad Nayak, (2018 Batch, ASO, I&PR Deptt) 
  • 54 : Priyanka Priyadarshinee, (2018 Batch, ASO, Revenue & DM Deptt) 
  • 95 : Khageswar Baral, (2011 Batch, ASO, Health & FW Deptt) 
  • 125 : Kalpana Chhualsingh, (2011 Batch, ASO, H&U.D. Deptt) 

Press Brief on OCS-2020


Friday, 7 October 2022

Three jobs in three years : Debabrat Kar, an inspiration...

ଦେବବ୍ରତ କର : ASO-2018  ରେ ୪ର୍ଥ ସ୍ଥାନ , OMAS-2019 ରେ ୫ମ ସ୍ଥାନ  ଏବଂ  OCS-2020 ରେ ୪ର୍ଥ ସ୍ଥାନ 
ଯଦିଓ ବହୁତ କମ୍ ଦିନ ପାଇଁ ମୋ ସହିତ ପରିଚିତ, ତଥାପି ତିନି ବର୍ଷ ରେ ଏଭଳି  ତିନୋଟି ସଫଳତା ଦେଖି ଦୁଇପଦ ଲେଖିବା ପାଇଁ ବାଧ୍ଯ ହେଲି।

Final selection list of Odisha Civil Services Examination 2020

9217 Dt.07.10.2022

OPSC ASO Examination Result !!

ଗତ ତା.୨୭.୦୮.୨୦୨୨ରିଖରେ ହୋଇଥିବା ସଚିବାଳୟ ଏଏସ୍ଓ ପରୀକ୍ଷାର ଫଳାଫଳ ପାଇଁ ପ୍ରାୟ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଥିବେ। ଓଡ଼ିଶା ଲୋକସେବା ଆୟୋଗ ତରଫରୁ ନଭେମ୍ବର ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମାପ୍ତ କରିବେ ବୋଲି କୁହାଯାଇଛି। ତେଣୁ ଅକ୍ଟୋବର ଶେଷ ସୁଦ୍ଧା ଲିଖିତ ପରୀକ୍ଷା ଫଳାଫଳ ନିଶ୍ଚିତ ବୋଲି ଆଶା କରାଯାଉଛି। ଗତ ୩ଟି ନିଯୁକ୍ତି ପ୍ରକ୍ରିୟା କୁ ଦେଖିଲେ ଲିଖିତ ପରୀକ୍ଷା ଓ ତାର ଫଳାଫଳ ମଧ୍ୟରେ ଯେତେ ବ୍ୟବଧାନ ଅଛି, ଚଳିତ ବର୍ଷ କିନ୍ତୁ ସବୁଠାରୁ ଶୀଘ୍ର ପ୍ରକ୍ରିୟା ଶେଷ ହେବାନେଇ ସମସ୍ତେ ଆଶାବାଦୀ। 

ଏହି ବ୍ୟବଧାନ ୨୦୧୧ ରେ ୨୫୦ ଦିନ, ୨୦୧୩ ରେ ୧୨୪ ଦିନ ଏବଂ ୨୦୧୮ ରେ ୯୯ ଦିନ ହୋଇଥିଲା। ତେଣୁ ୨୦୨୧ ନିଯୁକ୍ତି ପାଇଁ ଏହି ବ୍ୟବଧାନ ପ୍ରାୟ ୫୦-୬୦ ଦିନରେ ହେଇପାରିବ ବୋଲି ଆଶା। ସେହି କ୍ରମରେ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ଫଳ ବାହାରିବା ଆଶା କରାଯାଇପାରେ। ସବୁ ଠିକ୍ ଠାକ୍ ଚାଲିଲେ ପରବର୍ତ୍ତୀ ୧୫ ଦିନ ଭିତରେ କମ୍ପ୍ୟୁଟର ପରୀକ୍ଷା ହୋଇ ନଭେମ୍ବର ୩ୟ ସପ୍ତାହ ରେ ଚୁଡାନ୍ତ ଫଳ ବାହାରି ପାରିବ। 


ସଚିବାଳୟ ରେ ନିୟମିତ ପଦୋନ୍ନତି ତଥା ଅବସର ଯୋଗୁଁ ମୂଳ ପଦବୀ, ଏଏସ୍ଓ ରେ ୮୫୦ ରୁ ଉର୍ଦ୍ଧ୍ବ ପଦବୀ ଖାଲି ରହିଛି। ଫଳରେ ସରକାରୀ କାର୍ଯ୍ୟ ଭଲରେ ହେବା ପାଇଁ ଏହି ୭୯୬ ଏଏସ୍ଓ କାର୍ଯ୍ୟରେ ଯୋଗଦେବା ଅତି ଜରୁରୀ। ତେଣୁ ୨୦୨୩ ମସିହା ଆରମ୍ଭ ବେଳକୁ ସଚିବାଳୟ ଏହି ଯୁବ ଅଧିକାରୀ ମାନଙ୍କୁ ନେଇ ଚଳଚଞ୍ଚଳ ହେଉଥିବାର ଦେଖାଯିବ। 

Tentative Gradation List of Section Officers in OSS Cadre for the year 2022

33850 Dt.07.10.2022

Promotion of Joint Secretary to the rank of Additional Secretary

33780 Dt.06.10.2022

Transfer & posting of Senior OAS Officers

 


Tuesday, 4 October 2022

Abolish New Pension System (NPS) and Contractual Appointment Rules 2013

ପାନ ଦୋକାନରେ ବସି ଜ୍ଞାନ ବାଣ୍ଟିବା ବହୁତ ସହଜ। ସେମାନେ ଅତି ଅନାୟାସରେ ନରେନ୍ଦ୍ର ମୋଦୀ ଙ୍କୁ ରାଜନୀତି,  ଜୟଶଙ୍କରଙ୍କୁ ବିଦେଶନୀତି, ଶକ୍ତିକାନ୍ତ ଦାସଙ୍କୁ ଅର୍ଥନୀତି, ରତନ୍ ଟାଟାଙ୍କୁ ଶିଳ୍ପନୀତି  ଓ ସେନା ମୁଖ୍ୟଙ୍କୁ ଯୁଦ୍ଧନୀତି ର ବିଷଦ ଶିକ୍ଷା ଦେଇ ପାରନ୍ତି।  ନିଜେ କିଛି କରି ପାରିବାର ଯୋଗ୍ୟତା ନଥାଇ ବଡ ବଡ ଭାଷଣ ଦେଉଥିବା ଏମାନେ ହେଲେ ସେଇ ପାନ ଦୋକାନ ବିଶାରଦ।

ହଁ, ଆମେ କହୁଛୁ ସେଇମାନଙ୍କ କଥା, ଯେଉଁ ମାନେ ଚଳିତ କ୍ୟାବିନେଟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ବିଷୟରେ ନିଷ୍ପତ୍ତି ନହେବା ପରେ ସଂଘ ନେତ୍ରୁତ୍ଵ କୁ ବିଷଦଗାର କରୁଛନ୍ତି। ସେହି ବିଷୟରେ ଏହି ଆଲେଖ୍ୟ। 

Monday, 3 October 2022

Revised Dearness Allowance for CG Employees at 4% hike wef 01.7.2022

                          No. 1/3/2022-E-II (B)

Government of India
Ministry of Finance
Department of Expenditure

North Block, New Delhi
Dated the 3rd October, 2022.

OFFICE MEMORANDUM

Subject: Revision of rates of Dearness Allowance to Central Government employees- effective from 01.07.2022.

The undersigned is directed to refer to this Ministry’s Office Memorandum No. 1/2/2022-E-II(B) dated 31.03.2022 on the subject mentioned above and to say that the President is pleased to decide that the rate of Dearness Allowance payable to Central Government employees, shall be enhanced from 34% to 38% of the Basic Pay with effect from 1st July, 2022.

Saturday, 1 October 2022

Odisha Secretariat Service (OSS) Cadre after Restructuring

Odisha Secretariat Executive Assistant / PA / PS Cadre after restructuring

OSEAA Football Cup 2022 : Secretariat Warriors Champion

30.09.2022 : Final Match
Champion : Warriors, Runners Up : Eagles

Secretariat Warriors defeated Secretariat Eagles in 2-1 goals and became the Champion in the Football Tournament organised by Odisha Secretariat Employees Athletic Association (OSEAA). Similarly, in the match for third place, Secretariat Riders defeated Secretariat Superkings by 4-1 goals. 

Friday, 30 September 2022

State Cabinet approved eight proposals

Odisha Cabinet approved the following eight proposals on 30.09.2022.
1) Food & Procurement Policy for Kharif Marketing Season 2022-23
2) Amendment of Odisha Civil Services (Combined Competitive Recruitment Examination) Rules, 1991

Cabinet Decision : Restructuring of Odisha Secretariat Executive Assistant /PA/PS Cadre

To gear up the State administration by providing experienced senior secretarial supporting staff to officers in the Secretariat, OdishaCabinet led by CM Naveen_Odisha upgraded 25 posts from Group-C & Group-B posts in the Odisha Secretariat Exe. Asst./PA/PS cadre. 

Cabinet Decision : Restructuring of Odisha Secretariat Service (OSS) Cadre

As expected, State Cabinet approved the restructuring proposal  of Odisha Secretariat Service (OSS) Cadre. The State Government have enhanced the cadre strength of OSS cadre at Group-A level by way of creation of 120 group-A posts in lieu of abolition of 94 posts at base level.

Cabinet Decision : CGL Recruitment Examination for Group- C & Group-B posts

Odisha Cabinet led by CM @Naveen_Odisha has approved Combined Graduate Level Recruitment Examination instead of multiple exams for Group-B & Group-C of State Cadre Posts or Service Rules, 2022. It will streamline recruitment process & complete exams in a reasonable time period.

Cabinet Decision : Odisha Civil Service Examination in UPSC Pattern

ରାଜ୍ଯରେ ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୧’ର ସଂଶୋଧନକୁ ଓଡ଼ିଶା କ୍ଯାବିନେଟ୍ ମଞ୍ଜୁର କରିଛି। UPSC ଢାଞ୍ଚାରେ OPSC ପରୀକ୍ଷା ଆୟୋଜନ କରିବାକୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଓଡ଼ିଆ ଭାଷାର ପ୍ରଗତି ସହ ଓଡ଼ିଶା ବେସାମରିକ ସେବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କ୍ଯାବିନେଟ୍ ବୈଠକରେ ‘ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୨୨’ର ପ୍ରଣୟନକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବା ସହ ସାକ୍ଷାତକାରରେ ମଧ୍ୟ ଭାଷା ଚୟନର ସୁବିଧା ପାଇବେ।

Cabinet Decision : Food & Procurement Policy 2022-23

ରାଜ୍ଯରେ ଧାନ ଓ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସୁପରିଚାଳିତ କରିବା ପାଇଁ କ୍ଯାବିନେଟ୍ ବୈଠକରେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୨-୨୩’ ମଞ୍ଜୁର ହୋଇଛି। ଉଭୟ ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବେ ଧାନ ସଂଗ୍ରହ ହେବାକୁଥିବା ବେଳେ ଏହି ପ୍ରକ୍ରିୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି।

Cabinet Decision : Big Change in Mining Directorate

State cabinet approved big change in Directorate of Mines & Geology. 
  • Merger of OMECL with OMC
  • Merger of Directorate of Mines & Directorate of Geology to form Directorate of Mines & Geology which will be headed by IAS Or IFS cadre officer 
  • Director of Mines & Geology shall be assisted by 4 Addl Directors

Dateline extended for HSRP