Sunday 21 July 2024

OSSA Election 2024 : Very soon

ରାଜ୍ୟ ସଚିବାଳୟ ସେବା ସଂଘର ପରବର୍ତ୍ତୀ ନିର୍ବାଚନ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଶେଷଥର ପାଇଁ ୨୦୨୨ ଅପ୍ରେଲ ରେ ଏହି ନିର୍ବାଚନ ହୋଇଥିଲା ଏବଂ ଏହାର କର୍ମକର୍ତ୍ତାଗଣ ଦୁଇବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ସାଧାରଣ ନିର୍ବାଚନ ୨୦୨୪ ଆଚରଣ ବିଧି ପାଇଁ ଓସା ନିର୍ବାଚନ ଯଥା ସମୟରେ ହୋଇପାରିନଥିଲା। 

ବର୍ତ୍ତମାନ ସମୟରେ ରାଜ୍ୟରେ ନୂତନ ସରକାର ଗଠନ ହୋଇସାରିଛି। ତେଣୁ ଓସାର ନିର୍ବାଚନ ଖୁବଶୀଘ୍ର କରାଯାଇ ନୂତନ କର୍ମକର୍ତ୍ତାଗଣ ଯଥା ସମୟରେ ସଂଘର ଦାବୀ ସମୁହକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସଂଘର ସଭ୍ଯ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। 

ସୂଚନାଯୋଗ୍ୟ, ସଂଘର ମୋଟ ୯ଟି ପଦବୀ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଯାଏ। ଗତ ନିର୍ବାଚନ ରେ ଏଥିପାଇଁ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପ୍ରାୟ ୧୮୫୦ ଜଣ ସଭ୍ଯ ନିଜର ମତଦାନ କରିଥିଲେ। 

ବର୍ତମାନ ସୁଦ୍ଧା ୧୬୬୩ ଜଣ ସଭ୍ଯ ଥିଲାବେଳେ, ଚଳିତବର୍ଷ ପ୍ରାୟ ୬୫୦ ଏଏସ୍ଓ ନୂତନ ଭାବେ ସଚିବାଳୟରେ ଯୋଗ ଦେଇଛନ୍ତି। ତେଣୁ ଚଳିତ ନିର୍ବାଚନରେ ପାୟ ୨୩୦୦ ଜଣ ସଭ୍ଯ ମତଦାନ କରି ନୂତନ କର୍ମକର୍ତ୍ତା ବାଛିବେ। 

Previous Election Schedule : 

(OSSA 2022 - 2024) 

Nomination : 28-31 MAR 
Scrutinization :1 APR 
Candidate Withdrawal : 2 APR 
Date of Polling : 12 APR (8:30AM - 4:00PM) 
Counting of-Votes : 12 APR (6:30 PM onwards) 
Oathtaking : 18 APR
------
No. of candidates contested : 19
Vote s polled : 1850

Tuesday 16 July 2024

Chief Secretary in additional charge of Pollution Board

Chief Secretary Manoj Ahuja to remain in additional charge of Chairman, Odisha State Pollution Control Board. 



Saturday 6 July 2024

Budget Session of Odisha Assembly starts from 22 July

The first session of the 17th Odisha assembly will commence on July 22 with the address of Governor Raghubar Das and will continue till September 13.

Session Duration: 22.07.2024 to 13.09.2024 
(Break: 1-19 August)
  • 22.07.2024 : Governor's Address
  • 24.07.2024 : Election of Deputy Speaker
  • 25.07.2024 : Presentation of Budget for the year, 2024-2025
  • 10.09.2024 : Appropriation Bill on the Budget for the year 2024-2025  

PROVISIONAL CALENDAR

Friday 5 July 2024

Revise remuneration of outsourced employees who have experience'



19163 Dt.04.07.2024

ଦିବଂଗତ ମୋରା ମାରାଣ୍ଡୀ ଙ୍କୁ ସଚିବାଳୟ ସହକର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସଚିବାଳୟ ପଛ ଗେଟ ନିକଟରେ ସହୃଦୟ ସହକର୍ମୀବୃନ୍ଦ ଉପସ୍ଥିତ ରହି ଦିବଂଗତ ମୋରା ମାରାଣ୍ଡିଙ୍କ ପାର୍ଥିବ ଶରୀରକୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ତଥା ଶେଷ ସମ୍ମାନ ପ୍ରଦାନ କରିଥିଲେ। 
ସୂଚନା ଯୋଗ୍ୟ , ସଚିବାଳୟର ଖଣି ଓ ଇସ୍ପାତ ବିଭାଗରେ ନୂତନ ଭାବେ ଗତ ଫେବୃୟାରୀ ମାସରେ ସହାୟକ ଉପବିଭାଗ ଅଧିକାରୀ (ଏ.ଏସ.ଓ) ଭାବେ ଯୋଗ ଦେଇଥିବା ଶ୍ରୀ ମାରାଣ୍ଡୀଙ୍କ ମୃତଦେହ ଗତକାଲି ଆଚାର୍ୟବିହାର ସ୍ଥିତ ମେସରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲ ଶବାଗାରରେ  ରଖାଯାଇଥିଲା । ପରିବାର ଲୋକ ଆସିବା ପରେ ଆଜି ଶବ ବ୍ୟବଛେଦ କରାଯାଇ ସଚିବାଳୟ ଗେଟ ନମ୍ବର ୫ ନିକଟକୁ ଅଣାଯାଇଥିଲା ।  ନିଜ ପୈତୃକ ଗ୍ରାମ ମୟୂରଭଞ୍ଜରେ ତାଙ୍କର ଶବ ସତ୍କାର କରାଯିବ ବୋଲି ପରିବାର ଲୋକ ଜଣାଇଛନ୍ତି । 
ସେହିପରି ସଚିବାଳୟ ସେବା ସଂଘ ତରଫରୁ ଆଜି ମଧ୍ୟାହ୍ନରେ ପଞ୍ଚାୟତିରାଜ ପଡିଆରେ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।

Shri Gavali Parag Harshad, IAS appointed as Private Secretary to Minister for Tribal Affairs (Shri Jual Oram)


Dr Ganeswar Jena, IAS appointed as Private Secretary to Hon'ble Deputy CM

 

Reconstitution of Committee for inventorization of RATNA BHANDAR


10033 Dt.04.07.2024

Clarification on enhancement of remuneration of contractual/ outsourced employees

19169 Dt.04.07.2024

Medical Education in Odia Language : Committe formed for assessment

Amendment in recruitment rules of different cadres



19111 Dt.04.07.2024

Four OAS officers posted at CMO reverted back to GA&PG Department

 

Thursday 4 July 2024

Tuesday 2 July 2024

Chief Minister declares 8th JULY a holiday for Rathayatra - 2024


21166 Dt.03.07.2024

Posting of Private Secretary / OSD in Office of the Hon'ble Ministers


Appointment of Private Secretary to Leader of Opposition, OLA

ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଓଏଏସ୍ ଆଦିତ୍ୟ ମହାପାତ୍ର ; ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।