Tuesday, 12 April 2022

OSSA Election 2022 : Live Updates

4:20 PM 
Sealing of Ballot Box in presence of representatives of candidates




4:15 PM
 POLLING CLOSED
Total polling 1859 out of 2034 (91.4%)

04:00 PM : Total polling 1856















03:00 PM : Total polling 1589

02:00 PM : Polling Continue









12:00 Noon : Polling continue... 




































06:00 AM - Polling venue



OSSA ELECTION 2022 : Polling Booths

The most awaited OSSA Election 2022 is going to be conducted today. Polling is scheduled from 8:30AM to 4:00PM.

ARRANGEMENTS :
# GROUND FLOOR : Booth No. 1,2,3
# FIRST FLOOR : Booth No. 4,5,6,7

Female Voters : Booth 1 & 2







Friday, 8 April 2022

Volunteers for OSSA Election 2022



Promotion of Deputy Secretary to the rank of Joint Secretary


Grant of half day (second half) special casual leave for OSSA election



ସଚିବାଳୟ ସେବା ସଂଘ ନିର୍ବାଚନ ୨୦୨୨ : ନୂତନ ଆଶା ଓ ସମ୍ଭାବନା

ରାଜ୍ଯ ସଚିବାଳୟ ସେବା ବର୍ଗ (OSS) ରାଜ୍ୟ ସଚିବାଳୟର ଏକ ପ୍ରମୁଖ କ୍ୟାଡର । ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (ASO) ଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ (Addl. Secretary) ପର୍ୟ୍ଯନ୍ତ ପଦବୀରେ ଥିବା ଏହି ଅଧିକାରୀ ସବୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଓସାର ଦାୟୀତ୍ୱ ନେବାକୁ ଥିବା ପଦାଧିକାରୀ ମାନଙ୍କ ଠାରୁ ଜଣେ ସାଧାରଣ ସଭ୍ଯ ଅନେକ କିଛି ଆଶା ରଖେ। ବିଭିନ୍ନ ପ୍ରାର୍ଥୀ କିଛି କିଛି ନିର୍ବାଚନ ପ୍ରତିଶ୍ରୁତି ଛାପିଛନ୍ତି। ହୁଏତ ସେଗୁଡ଼ିକ ପାରମ୍ପରିକ ଢାଞ୍ଚାରେ ଚାଲିଛି। କିନ୍ତୁ ବାସ୍ତବିକ ସମସ୍ୟା ଆଉକିଛି। ଆସନ୍ତୁ ଆଲୋଚନା କରିବା। 

Wednesday, 6 April 2022

OSSA Election 2022 : Polling Procedure

ଆସନ୍ତା ଅପ୍ରେଲ ୧୨ ତାରିଖରେ ଓଡ଼ିଶା ସଚିବାଳୟ ସେବା ସଂଘର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ମୋଟ ୫ଟି ପଦବୀ ପାଇଁ ୯ ଜଣ କର୍ମକର୍ତ୍ତା ବଛାଯାଇଥାଏ। 
୧) ସଭାପତି - ଜଣେ
୨) ଉପ ସଭାପତି - ଦୁଇ ଜଣ
୩) ସାଧାରଣ ସଂପାଦକ - ଜଣେ
୪) ସଂପାଦକ - ଚାରି ଜଣ
୫) ସମୀକ୍ଷକ - ଜଣେ

Interest free advance for electric vehicle


Saturday, 2 April 2022

OSSA Election : Four candidatures withdrawn

ରାଜ୍ୟ ସଚିବାଳୟ ସେବା ସଂଘ (ଓସା) ର ସାଧାରଣ ନିର୍ବାଚନ - ୨୦୨୨ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୩ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରତ୍ୟାହାର କରିଛନ୍ତି। ଫଳରେ ମୋଟ ୧୯ ଜଣ ପ୍ରତିଦ୍ବନ୍ଦୀ ହିଁ ଅସଲ  ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯଦିଓ ଔପଚାରିକ ଭାବେ ଏହି ନିର୍ବାଚନ ଦଳୀୟ କିମ୍ବା ପ୍ୟାନେଲ ଭିତ୍ତିକ ନୁହେଁ କିନ୍ତୁ ଦୁଇ ପ୍ରମୁଖ ପ୍ରତିନ୍ଦ୍ୱନ୍ଦୀ ସେମାନଙ୍କ ସମର୍ଥକଙ୍କ ସହିତ ନିର୍ବାଚନ ଲଢିବେ। ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ସଂପାଦକ ପଦବୀ ପାଇଁ ଲଢିବେ। 

OSSA Election : Panel of youngsters with huge support

 PANEL -1

 FOR OSSA ELECTION 2022


# Advertisement

Corrected Voter List for OSSA Election 2022

 


Demand for Old Pension Scheme

ରାଜ୍ୟ ସଚିବାଳୟ ସେବାସଂଘର ଦ୍ୱିତୀୟ ସମ୍ମିଳନୀ କକ୍ଷରେ ରାଜ୍ଯର ପ୍ରାୟ ୨୯ଟି କର୍ମଚାରୀ ସଂଗଠନ ଏକତ୍ର ହୋଇ ପୁରୁଣା ପେନସନ୍ ଲାଗୁ କରିବା ପାଇଁ ସରକାର ନିକଟରେ ଦାବି ରଖିଥିଲେ। ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି। ଏହି ଅବସରରେ NMOPS ର ଲୋଗୋ ଉନ୍ମୋଚନ କରାଯାଇଥିଲା। 

Retirement of Bijaya Kumar Nayak, Under Secretary

31.03.2022
Sri Bijaya Kumar Nayak
Under Secretary to Government
Forest, Environment & Climate Change Department
--------

Thursday, 31 March 2022

Happy Retirement : Girija Sankar Das, Under Secretary

31.03.2022
GIRIJA SANKAR DAS
UNDER SECRETARY TO GOVERNMENT
HOME DEPARTMENT
--------


We wish him happy retirement life.... 

OSSA Election : ନୂତନ ଆଶା ଓ ସମ୍ଭାବନା

ରାଜ୍ୟ ସଚିବାଳୟ ସେବା ସଂଘ (OSSA) ର ସାଧାରଣ ନିର୍ବାଚନ ପାଇଁ ଆଜି ମନୋନୟନ ପତ୍ର ଦାଖଲର ଶେଷ ଦିନ ଥିଲା। ଇତି ମଧ୍ୟରେ ମୋଟ ୯ ଟି ପଦବୀ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ସୂଚନା ମିଳିଛି। 
ଆସନ୍ତାକାଲି (୧ ଅପ୍ରେଲ) ନିର୍ବାଚନ କମିଶନ ପ୍ରାର୍ଥୀପତ୍ର ଯାଞ୍ଚ କରି ସଠିକ ତାଲିକା ପ୍ରକାଶ କରିବେ। ପରଦିନ ଅର୍ଥାତ୍ ଏପ୍ରିଲ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ସେହିଦିନ ଚୁଡାନ୍ତ ତାଲିକା ମଧ୍ଯ ପ୍ରକାଶ ପାଇବ। 

ଯାହା ଆଶା କରାଯାଏ, ଆସନ୍ତା ୧୨ ତାରିଖ ନିର୍ବାଚନରେ ଦୁଇ ପ୍ରମୁଖ ପ୍ୟାନେଲ ମଧ୍ୟରେ ତୀବ୍ର ଲଢେଇ ହେବ। 

President (1 post) 
Ajaya Kumar Swain
Padama Lochan Nayak
Hara Prasad Biswal
Jagabandhu Sika

Vice President (2 posts) 
Akshaya Kumar Parida
Pratyusha Kumar Kanar
Asit Kumar Jena
Rashmi Ranjan Rana
Bibhabasu Mishra

General Secretary (1 post) 
Prajyotna Baral
Bibekananda Samal
Biswaranjan Pradhan

Secretary (4 posts) 
Amit Kumar Mohanty
Vibekananda Sahoo
Bishnu Charan Naik
Chiranjeevi Swain
Pankaj Kumar Sahoo
Lalatendu Keshri Rout
Manas Ranjan Sutar
Sameer Kumar Pradhan
Satyaranjan Praharaj

Auditor (1 post) 
Lalit Mohan Das
Bijayani Hembram

💐💐 *All the Best* 💐💐💐

Wednesday, 30 March 2022

Retirement of OSS Officers on 31.03.2022


Dearness Allowance increased by 3% for CG Employees

 Cabinet

Cabinet approves release of an additional instalment of Dearness Allowance to Central Government employees and Dearness Relief to Pensioners, due from 01.01.2022

Posted On: 30 MAR 2022 2:26PM by PIB Delhi

The Union Cabinet chaired by the Prime Minister, Shri Narendra Modi, has given its approval to release an additional instalment of Dearness Allowance (DA) to Central Government employees and Dearness Relief (DR) to pensioners w.e.f. 01.01.2022 representing an increase of 3% over the existing rate of 31% of the Basic Pay/Pension, to compensate for price rise.

This increase is in accordance with the accepted formula, which is based on the recommendations of the 7th Central Pay Commission.

The combined impact on the exchequer on account of both Dearness Allowance and Dearness Relief would be Rs.9,544.50 crore per annum. This will benefit about 47.68 lakh Central Government employees and 68.62 lakh pensioners.

***********

DS (Release ID: 1811364)