COMBINED RECRUITMENT EXAMINATION 2023
Junior Assistant & Panchayat Executive officer
---------------------------------------------------------------------------
Examination Dt.09.07.2023 (Sunday)
COMBINED RECRUITMENT EXAMINATION 2023
Junior Assistant & Panchayat Executive officer
---------------------------------------------------------------------------
Examination Dt.09.07.2023 (Sunday)
ଏକ ମଧ୍ୟବିତ ପରିବାରର ରୋଜଗାରିଆ ପୁଅ ରଜତ। ଯିଏ ପିଲାଟି ଦିନରୁ "ଆଦର୍ଶ ଛାତ୍ର"ର ରଚନାରୁ ଅନୁପ୍ରାଣିତ ହୋଇ ନିଜକୁ ସମାଜରେ ଏକ ଭଲ ପୁଅ, ଭଲ ନାଗରିକ ହେବାର ଚେଷ୍ଟା ଜାରି ରଖିଛି। "ବଡ ଲୋକଙ୍କ ଜୀବନୀ" ପଢି ପରିବାରର ଅଭାବ ଅନଟନ ସତ୍ତ୍ବେ ଜଣେ ବଡ ମଣିଷ ହେବାର ପ୍ରେରଣା ପାଇଛି। ଖୁବ କମ୍ ବୟସରେ ଘର ଛାଡି ରାଜଧାନୀରେ ରହି ନିଜ ଗୋଡରେ ନିଜେ ଛିଡା ହେବାର ପ୍ରୟାସ କରିଛି। ଗାଁରେ ସିଏ ଜଣେ ସୁନା ପିଲାର ମୋହର ବାଜିଛି। ଜଣେ ନିଷ୍କପଟ ସରଳ ଆଦର୍ଶ ବାପାର ପୁଅ ବୋଲି ସମସ୍ତ ପାଇଁ ସେ ଶ୍ରଦ୍ଧାର ପାତ୍ର। ପିଲାଟି ଦିନରୁ ପାଠପଢା ଭଲ ହୁଏ। ବତ୍କୃତା / ଚିତ୍ରାଙ୍କନରେ ଆଗ୍ରହ। ୫ମ / ୭ମ ଶ୍ରେଣୀରେ ବ୍ରୁତ୍ତି ପରୀକ୍ଷା ରେ ସଫଳ ହୋଇ ଆର୍ଥିକ ସହାୟତା ପାଏ। ଭଲ ବିଦ୍ୟାର୍ଥୀ ହିସାବରେ ବିଦ୍ୟାଳୟରେ ବିଭିନ୍ନ ସମୟରେ ପ୍ରାଇଜ୍ ମଧ୍ଯ ମିଳେ । ତେବେ ଆଜିର ଏହି ଆଲେଖ୍ୟ ସେହି ସୁନାପିଲା ରଜତ ବିଷୟରେ।।। ଜୀବନର ମଧ୍ୟାନ୍ତର ପରେ କଣ ଘଟୁଛି ତା ଜୀବନରେ। ସେ କଣ ଆଉ ସେହି ଭଲ ପିଲାର ପ୍ରମାଣ ପତ୍ର ପାଇପାରୁଛି? ସମୟ ଚକ୍ରରେ ସେ କେତେ ବଦଳିଯାଇଛି। ସେ ଚାହୁଥିବା ଜୀବନ କେତେ ବଞ୍ଚୁଛି? ଯେଉଁ ଗରୀବ ପରିବାରକୁ ଉଚ୍ଚ ମଧ୍ଯବିତ ପରିବାର କରିବା ପାଇଁ ନିଜର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ କୁ ଭୁଲି ନିଜେ ଜଳି ଜଳି ବାପା ମାଆ ଭାଇ ଙ୍କୁ ସମାଜରେ ଜଣେ ମୁଣ୍ଡ ଟେକି ଚାଲିବାରେ ସକ୍ଷମ କରେଇଛି, ସତରେ ସେ କଣ ତା ମୂଲ୍ଯ ପାଇଛି? ଏତେ ରୋଜଗାର ପରେ ଭଲ ଖାଇବା, ଭଲ ପିନ୍ଧିବାର ଆଶା କଣ ପୂରଣ ହୋଇପାରିଛି?
Odisha Secretariat Employees hold Black Badge Protest for Level-10 demand on 30th June, 2023. It may be considered as a mass discontent among officers of OSS cadre for base level ASO salary # Level 10. Specifically, departwise support was seen in this protest which was the third General Body Meeting of Odisha Secretariat Service Association (OSSA).
The validity of the identity card issued earlier in favour of employees of the Secretariat which is going to expire on 30.06.2023 is here by extended for a period of six months i.e. 31.12.2023.
ରାଜ୍ୟ ସଚିବାଳୟର ୭୯୬ ଏଏସଓ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷା ୨୦୨୧ ର ଚୁଡାନ୍ତ ଫଳାଫଳ ଏବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅପେକ୍ଷାରେ। ଗୋଟିଏ ପରେ ଗୋଟିଏ ମାମଲା ଅଦାଲତରେ ଦାୟର ହେବା ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି।
ଆସନ୍ତା ଦୁଇମାସ ମଧ୍ୟରେ ନୂତନ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଅଦାଲତ ଆଦେଶ ଦେଇଥିଲେ ମଧ୍ଯ ପୁଣି କିଛି ପିଟିସନ ଦାୟର ହେବା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ପୁଣି ବିଳମ୍ବିତ ହୋଇଛି।
MINISTRY OF POWER
NOTIFICATION
New Delhi, the 14th June, 2023
G.S.R. 437(E).—In exercise of the powers conferred under sub-section (1), clause (z) of sub-section (2) of section 176 of the Electricity Act, 2003 (36 of 2003), the Central Government hereby makes the following rules, further to amend the Electricity (Rights of Consumers) Rules, 2020, namely:-
1. (1) These rules may be called the Electricity (Rights of Consumers) Amendment Rules, 2023.
Sri Santanu Mahalik, Section Officer, (Home Elections) Department passed away today at the age of 50 years. He was a 1996-97 batch OSS Officer and to retire on 30.06.2033.
May God give strength to the family and peace to the departed soul. Om Shanti.