Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Friday, 30 September 2022
State Cabinet approved eight proposals
Cabinet Decision : Restructuring of Odisha Secretariat Executive Assistant /PA/PS Cadre
To gear up the State administration by providing experienced senior secretarial supporting staff to officers in the Secretariat, OdishaCabinet led by CM Naveen_Odisha upgraded 25 posts from Group-C & Group-B posts in the Odisha Secretariat Exe. Asst./PA/PS cadre.
Cabinet Decision : Restructuring of Odisha Secretariat Service (OSS) Cadre
As expected, State Cabinet approved the restructuring proposal of Odisha Secretariat Service (OSS) Cadre. The State Government have enhanced the cadre strength of OSS cadre at Group-A level by way of creation of 120 group-A posts in lieu of abolition of 94 posts at base level.
Cabinet Decision : CGL Recruitment Examination for Group- C & Group-B posts
Odisha Cabinet led by CM @Naveen_Odisha has approved Combined Graduate Level Recruitment Examination instead of multiple exams for Group-B & Group-C of State Cadre Posts or Service Rules, 2022. It will streamline recruitment process & complete exams in a reasonable time period.
Cabinet Decision : Odisha Civil Service Examination in UPSC Pattern
Cabinet Decision : Food & Procurement Policy 2022-23
ରାଜ୍ଯରେ ଧାନ ଓ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସୁପରିଚାଳିତ କରିବା ପାଇଁ କ୍ଯାବିନେଟ୍ ବୈଠକରେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୨-୨୩’ ମଞ୍ଜୁର ହୋଇଛି। ଉଭୟ ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବେ ଧାନ ସଂଗ୍ରହ ହେବାକୁଥିବା ବେଳେ ଏହି ପ୍ରକ୍ରିୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି।
Cabinet Decision : Big Change in Mining Directorate
- Merger of OMECL with OMC
- Merger of Directorate of Mines & Directorate of Geology to form Directorate of Mines & Geology which will be headed by IAS Or IFS cadre officer
- Director of Mines & Geology shall be assisted by 4 Addl Directors
Retirement of OSS Officers on 30.09.2022
- Sarat Kumar Mishra, Additional Secretary, GA&PG Department
- Pradeep Kumar Ray, Deputy Secretary, Rural Development Deptt.
- Niranjan Mishra, Assistant Section Officer, Revenue & DM Deptt
ଆଜି ରାଜ୍ୟ କ୍ୟାବିନେଟ
Thursday, 29 September 2022
OSEAA Football Cup : Eagles and Warriors entered Final
OSEAA Football Cup-2022 : Eagles, Riders, Super Kings, Warriors enters Semifinal
After the end of league matches played among eight teams in the Football Tournament being organized by Odisha Secretariat Employees Athletic Association (OSEAA), four teams entered Semifinal which is to be played on 29.09.2022.
TEAMS ENTERED SEMIFINALS
2) SECRETARIAT RIDERS
GROUP-B : 1) SECRETARIAT WARRIORS
2) SECRETARIAT SUPERKINGS
LEAGUE MATCH SCORES
Wednesday, 28 September 2022
Tentative Gradation List for the year 2022
- 32774 Dt. 27.09.2022 : Additional Secretary
- 32770 Dt. 27.09.2022 : Joint Secretary
- 32772 Dt. 27.09.2022 : Deputy Secretary
Tuesday, 27 September 2022
World Tourism Day 2022
No fine, if applied for HSRP online before timeline
In case any vehicle owner has applied for High Security Registration Plate (HSRP) online before the timeline applicable to his vehicle, he shall be exempted from enforcement checking provided he produces an online booking slip during the checking.
Click here to view / download. PDF
13206 Dt.26.09.2022
Sunday, 25 September 2022
OSEAA Football Cup 2022
Friday, 23 September 2022
Odisha State Cabinet Decisions on 22.09.2022
Thursday, 22 September 2022
Orientation Program for newly recruited VAS, LI & JFTA
ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 5T ମନ୍ତ୍ର ଆଧାରରେ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି ସେ କହିଛନ୍ତି। ରାଜ୍ଯର ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି।
Wednesday, 21 September 2022
Tuesday, 20 September 2022
Restructuring in OSS Cadre very soon!!
Monday, 19 September 2022
Arrear calculation of 3% DA hike (from Jan, 2022 to Aug, 2022)
Odisha Govt raises DA by 3% w. e.f. January, 2022
Sunday, 18 September 2022
Saturday, 17 September 2022
ଚାକିରୀ ଦେବା ନାଁ ରେ ଠକେଇ - କେତେ ସଚେତନ ଅଭିଭାବକ
ରାଜ୍ୟ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି। ବାରମ୍ବାର ବିଜ୍ଞାପନ ମାଧ୍ୟମରେ ଠକ ଦଲାଲମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ତଥାପି ଠକ ମାନଙ୍କ ସଂଖ୍ଯା କମୁ ନାହିଁ କିମ୍ବା ଲୋଭରେ ଟଙ୍କା ଦେବା ଲୋକଙ୍କ ସଂଖ୍ଯା କମୁ ନାହିଁ।
PRDW Football Cup 2022 : Fisheries & ARD Champion :
Thursday, 15 September 2022
Higher Education AND Fisheries & ARD enters Final
Wednesday, 14 September 2022
ସ୍ବର୍ଗତ ଅକ୍ଷୟ ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା OSSA HOUSE - II ସଭାଗୃହରେ ଆୟୋଜିତ ହୋଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କର୍ମଚାରୀ ସଂଘର ନେତା ଯୋଗଦେଇ ନିଜର ଅଭିଭାଷଣରେ ସ୍ୱର୍ଗତ ମହାକୁଡ଼ଙ୍କର ସ୍ମ୍ରୁତି ଚାରଣ କରିବା ସହିତ ତାଙ୍କର ସମସାମୟିକ ଅନେକ ସଚିବାଳୟ ସେବାର ଅଧିକାରୀ ଉପସ୍ଥିତ ରହି ନିଜର ଅନୁଭୁତି ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏଥିସହିତ ସଚିବାଳୟ ସେବା ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ଉପ ସଭାପତି ପ୍ରତ୍ୟୁଷ କଅଁର, ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ଏବଂ ସଂପାଦକ ଅମିତ ମହାନ୍ତି, ଚିରଞ୍ଜିବୀ ସ୍ୱାଇଁ ଉପସ୍ଥିତ ରହି ସେହି ମହାନ କର୍ମଚାରୀ ନେତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସଂଘର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତିବଦ୍ଧ ବୋଲି ଜଣାଇଥିଲେ। ଉକ୍ତ ସଭାରେ ମଞ୍ଚ ଉପରେ ରହି ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ହୋତା ସଭା ପରିଚାଳନା କରିବା ସହିତ ନିଜ ବକ୍ତବ୍ଯରେ ଶ୍ରୀ ମହାକୁଡ଼ଙ୍କ ସାଥୀରେ ରହି କାମ କରିବାର ନିଆରା ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନୂତନ ଯୁବପିଢ଼ି ଉପରେ ଭରସା ରଖିବା ସହିତ ଆଗକୁ ଅନେକ ଅକ୍ଷୟ ମହାକୁଡ଼ ଜନ୍ମ ନେବାର ସ୍ୱପ୍ନ ଦେଖିଥିଲେ।
ପ୍ରକାଶ ଥାଉ କି ଶ୍ରୀ ମହାକୁଡ଼ ୧୩। ୦୯। ୨୦୧୫ ଦିନ ଏକ ସଡକ ଦୂର୍ଘଟଣାରେ ମାତ୍ର ୫୧ ବୟସରେ ପ୍ରାଣ ହରାଇଥିଲେ।
Tuesday, 13 September 2022
PRDW Football Cup 2022 : Eight teams ready for Quarter Final
In the Pre-Quarter Final Matches played on 9th & 13th September, eight winning teams entered Quarter Final which is scheduled to be played on 14th September.
Winning Teams of Pre-Quarter Final
PQ1 - Panchayatiraj & PRDW
PQ2 - Higher Education
PQ3 - Food Supplies & CW
PQ4 - Revenue & DM
PQ5 - Finance
PQ6 - Fisheries & ARD
PQ7 - Home
PQ8 - ST&SC Development
Schedule of Quarter Final Matches
14.09.2022
(5.30 PM) : PR&DW vs ST&SC
( 6.10PM) : HE vs HOME
(6.50 PM) : FS&CW vs F&ARD
(7.30 PM) : R&DM vs FINANCE
7th Death Anniversary of Late Akshaya Mahakud
ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ୧୩ ସେପ୍ଟେମ୍ବର ସନ୍ଧ୍ୟା ଘ.୬.୩୦ ମି. ସମୟରେ OSSA HOUSE - II ସଭାଗୃହରେ ଅକ୍ଷୟ ପ୍ରେମୀ ବନ୍ଧୁମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ବର୍ଗତ ଅକ୍ଷୟ କମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ବିନମ୍ର ନିବେଦନ।
ନିବେଦକ : ଅକ୍ଷୟ ପ୍ରେମୀ ବନ୍ଧୁଗଣ
Monday, 12 September 2022
PRDW Football Cup 2022 : Pre-Quarter - II
Date : 13.09.2022