Pages
Sunday, 31 March 2024
Thursday, 28 March 2024
Gazette Notification for General Election-2024 Phase-II
Queries on Submission of PARs 2014-15 to 2022-23
Wednesday, 27 March 2024
Friday, 22 March 2024
Facility of CCR / PAR submission for 2014-15 to 2022-23 in HRMS open till 15th May
Thursday, 21 March 2024
Banks to remain open for public on 31 March, 2024 (Sunday)
RBI/2023-24/137
DOR.SOG (LEG).REC/84/09.08.024/2023-24
March 20, 2024
All Agency Banks
Madam / Dear Sir
All Agency Banks to remain open for public on March 31, 2024 (Sunday)
The Government of India has made a request to keep all branches of the banks dealing with Government receipts and payments open for transactions on March 31, 2024 (Sunday) so as to account for all the Government transactions relating to receipts and payments in the FY 2023-24 itself. Accordingly, Agency Banks are advised to keep all their branches dealing with government business open on March 31, 2024 (Sunday).
2. Banks shall give due publicity about the availability of above banking services on this day.
Yours faithfully
(Sunil T S Nair)
Chief General Manager
Tuesday, 19 March 2024
Monday, 18 March 2024
Sunday, 17 March 2024
Election Commission declares schedule for General Election 2024
- The term of 17th Lok Sabha assembly will expire on June 16, 2024.
- The voting will begin from April 19 and result will be declared on June 4, 2024.
POLLING DATES FOR ODISHA : GENERAL ELECTION - 2024 | |||
---|---|---|---|
PARLIAMENT CONSTITUENCY | |||
13 MAY, 2024 | 20 MAY, 2024 | 25 MAY, 2024 | 01 JUNE, 2024 |
011-KALAHANDI | 001-BARGARH | 003-SAMBALPUR | 005-MAYURBHANJ |
012-NOWRANGPUR | 002-SUNDARGARH | 004-KEONJHAR | 006-BALASORE |
020-BERHAMPUR | 010-BOLANGIR | 009-DHENKANAL | 007-BHADRAK |
021-KORAPUT | 013-KANDHAMALA | 014-CUTTACK | 008-JAJPUR |
019-ASKA | 017-PURI | 015-KENDRAPARA | |
018-BHUBANESWAR | 016-JAGATSINGHPUR | ||
ASSEMBLY CONSTITUENCY | |||
13 MAY, 2024 | 20 MAY, 2024 | 25 MAY, 2024 | 01 JUNE, 2024 |
071-NUAPADA | 001-PADAMPUR | 015-KUCHINDA(ST) | 026-JASHIPUR(ST) |
072-KHARIAR | 002-BIJEPUR | 016-RENGALI(SC) | 027-SARASKANA(ST) |
073-UMERKOTE(ST) | 003-BARGARH | 017-SAMBALPUR | 028-RAIRANGPUR(ST) |
074-JHARIGAM(ST) | 004-ATTABIRA(SC) | 018-RAIRAKHOL | 029-BANGIRIPOSI(ST) |
075-NABARANGPUR(ST) | 005-BHATLI | 019-DEOGARH | 031-UDALA(ST) |
076-DABUGAM(ST) | 006-BRAJARAJNAGAR | 020-TELKOI(ST) | 032-BADASAHI(SC) |
077-LANJIGARH(ST) | 007-JHARSUGUDA | 021-GHASIPURA | 033-BARIPADA(ST) |
078-JUNAGARH | 008-TALSARA(ST) | 022-ANANDAPUR(SC) | 034-MORADA |
079-DHARMAGARH | 009-SUNDARGARH(ST) | 023-PATNA(ST) | 035-JALESWAR |
080-BHAWANIPATNA(SC) | 010-BIRAMITRAPUR(ST) | 024-KEONJHAR(ST) | 036-BHOGRAI |
081-NARLA | 011-RAGHUNATHPALI(SC) | 025-CHAMPUA | 037-BASTA |
127-CHHATRAPUR(SC) | 012-ROURKELA | 030-KARANJIA(ST) | 038-BALASORE |
132-GOPALPUR | 013-RAJGANGPUR(ST) | 055-DHENKANAL | 039-REMUNA(SC) |
133-BERHAMPUR | 014-BONAI(ST) | 056-HINDOL(SC) | 040-NILGIRI |
134-DIGAPAHANDI | 064-BIRMAHARAJPUR(SC) | 057-KAMAKHYANAGAR | 041-SORO(SC) |
135-CHIKITI | 065-SONEPUR | 058-PARJANGA | 042-SIMULIA |
136-MOHANA(ST) | 066-LOISINGHA(SC) | 059-PALLAHARA | 043-BHANDARIPOKHARI |
137-PARALAKHEMUNDI | 067-PATNAGARH | 060-TALCHER | 044-BHADRAK |
138-GUNUPUR(ST) | 068-BOLANGIR | 061-ANGUL | 045-BASUDEVPUR |
139-BISSAM CUTTACK(ST) | 069-TITLAGARH | 062-CHHENDIPADA(SC) | 046-DHAMNAGAR(SC) |
140-RAYAGADA(ST) | 070-KANTABANJI | 063-ATHAMALLIK | 047-CHANDABALI |
141-LAXMIPUR(ST) | 082-BALIGUDA(ST) | 087-BARAMBA | 048-BINJHARPUR(SC) |
142-KOTPAD(ST) | 083-G.UDAYAGIRI(ST) | 088-BANKI | 049-BARI |
143-JEYPORE | 084-PHULBANI(ST) | 089-ATHAGARH | 050-BARACHANA |
144-KORAPUT(SC) | 085-KANTAMAL | 090-BARABATI-CUTTACK | 051-DHARMASALA |
145-POTTANGI(ST) | 086-BOUDH | 091-CHOUDWAR-CUTTACK | 052-JAJPUR |
146-MALKANGIRI(ST) | 121-DASPALLA(SC) | 093-CUTTACK SADAR(SC) | 053-KOREI |
147-CHITRAKONDA(ST) | 123-BHANJANAGAR | 107-PURI | 054-SUKINDA |
124-POLASARA | 108-BRAHMAGIRI | 092-NIALI(SC) | |
125-KABISURYANAGAR | 109-SATYABADI | 094-SALIPUR | |
126-KHALIKOTE(SC) | 110-PIPILI | 095-MAHANGA | |
128-ASKA | 111-JAYADEV(SC) | 096-PATKURA | |
129-SURADA | 112-BHUBANESWAR CENTRAL | 097-KENDRAPARA(SC) | |
130-SANAKHEMUNDI | 113-BHUBANESWAR NORTH | 098-AUL | |
131-HINJILI | 114-EKAMRA-BHUBANESWAR | 099-RAJANAGAR | |
115-JATANI | 100-MAHAKALAPADA | ||
116-BEGUNIA | 101-PARADEEP | ||
117-KHURDA | 102-TIRTOL(SC) | ||
118-CHILIKA | 103-BALIKUDA-ERASAMA | ||
119-RANPUR | 104-JAGATSINGHPUR | ||
120-KHANDAPADA | 105-KAKATPUR(SC) | ||
122-NAYAGARH | 106-NIMAPARA |
Revised rate of House Rent Allowance (HRA) for State Government Employees
REVISED RATE of HOUSE RENT ALLOWANCE (HRA) F.D. Office Memorandum No. 6747 Dt.14.03.2024 and Addendum No.7057 Dt.16.03.2024 |
||||
---|---|---|---|---|
DISTRICT | HRA @ 16% | HRA @ 12% | HRA @ 08% | HRA @ 04% |
Municipal Corporations | District Hqrs & Municipalities | District Hqrs & Municipalities | Other areas | |
Angul | - | - | Angul | |
Talcher | ||||
Boudh | - | - | Boudh | |
Balangir | - | Bolangir | Titlagarh | |
Bargarh | - | Baragarh | - | |
Balasore | - | Balasore | Jaleswar | |
Soro | ||||
Bhadrak | - | Bhadrak | Basudevpur | |
Cuttack | Cuttack | - | Choudwar | |
Deogarh | - | - | Deogarh | |
Dhenkanal | - | Dhenkanal | - | |
Ganjam | Berhampur | - | Chhatrapur (Dist Hqr of Ganjam) | |
Hinjilicut | ||||
Gajapati | - | - | Parlakhemundi | |
Jharsuguda | - | Jharsuguda | Belpahar | |
Brajarajnagar | ||||
Jajpur | - | - | Jajpur | |
Vyasanagar | ||||
Jagatsinghapur | Paradeep | Jagatsinghpur | ||
Khordha | Bhubaneswar | Jatni | Khorda | |
Keonjhar | - | Keonjhar | Anandpur | |
Barbil | Joda | |||
Kalahandi | - | Bhawanipatna | ||
Kandhamal | - | - | Phulbani | |
Koraput | - | Jeypur | Koraput | |
Sunabeda | ||||
Kendrapara | - | - | Kendrapara | |
Pattamundai | ||||
Malkangiri | - | Malkanagiri | ||
Mayurbhanj | Baripada | Rairangpur | ||
Nabarangpur | - | - | Nabarangpur | |
Umarkote | ||||
Nuapada | - | - | Nuapada | |
Nayagarh | - | - | Nayagarh | |
Puri | - | Puri | ||
Rayagada | - | Rayagada | Gunupur | |
Sambalpur | Samblapur | - | ||
Subarnapur | - | Sonepur | ||
Sundargarh | Rourkela | Rajgangpur | Sundargarh | |
Birmitrapur | ||||
CLICK HERE TO VIEW / DOWNLOAD F.D. O.M. No.6747 Dt.14.03.2024 and Addendum No.7057 Dt.16.03.2024.PDF |
Saturday, 16 March 2024
Friday, 15 March 2024
Uniform pay restructuring for District Ministerial Cadre
- Sr. Assistant : Level - 7 to 8
- Section Officer : Level - 9 to 10
- Establishment Officer : Level - 10 to 11
- Sr. Establishment Officer : Level - 11 to 12
Odisha Secretariat Rapid Chess Tournament
Odisha hikes minimum daily wage of unskilled, skilled workers
ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ।
ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। @IPR_Odisha
Click here to view / download. PDF
Thursday, 14 March 2024
Odisha Government hikes dearness allowance by 4%
Wednesday, 13 March 2024
Odisha Hikes Allowances & Emoluments Of Mayors, Other Civic Body Officials
ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।
ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍ ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଙ୍ଗ୍ କମିଟି ସଦସ୍ୟ ମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।
ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।
ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ।ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି ।@IPR_Odisha
₹25000/- per month to Padma Awardees of Odisha
ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ନିଜର ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ସେମାନଙ୍କ ବଳିଷ୍ଠ ଅବଦାନର ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ। @CMO_Odisha
Junior Teacher salary hike retrospectively from January 1, 2023
ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ମାସିକ ପାରିଶ୍ରମିକ ୧୩,୮୦୦ରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ। ଏହା ଦ୍ୱାରା ୧୨,୭୮୪ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ। @IPR_Odisha
Odisha Government declare 22 New NACs in 13 Districts
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନ୍ଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବ ବୋଲି ଘୋଷଣା କରିଛନ୍ତି।
ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ :
- ବୌଦ୍ଧ : ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି,
- ବଲାଙ୍ଗିର : ଲୋଇସିଂହା ଓ ସିନ୍ଧେକେଲା,
- ବରଗଡ : ସୋହେଲା,
- ବାଲେଶ୍ବର : ବାଲିଆପାଳ ଓ ଖଇରା,
- ଭଦ୍ରକ : ଧାମରା,
- ଢେଙ୍କାନାଳ : ରାସୋଳ,
- ଜଗତସିଂହପୁର : କୁଜଙ୍ଗ
- କଳାହାଣ୍ଡି : ନର୍ଲା ଓ ମଦନପୁର ରାମପୁର,
- ଖୋର୍ଦ୍ଧା : ବୋଲଗଡ
- ନୟାଗଡ଼ର ଶରଣକୁଳ,
- ପୁରୀ : ସାକ୍ଷୀଗୋପାଳ ଓ କାକଟପୁର,
- ସମ୍ବଲପୁର : ରେଙ୍ଗାଲି ଓ ବାମଣ୍ଡା ଏବଂ
- ସୁବର୍ଣ୍ଣପୁର : ସୁବଳୟା, ଉଲୁଣ୍ଡା ଓ ରାମପୁର @IPR_Odisha
Tuesday, 12 March 2024
Increase in salary of Mission Shakti employees by ₹500/-
ଆହୁରି ସଶକ୍ତ ହେବ ମିଶନ ଶକ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ₹୫୦୦ ବୃଦ୍ଧି କରିଛନ୍ତି। ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଏହା ଲାଗୁ ହେବାକୁଥିବାବେଳେ ଉପକୃତ ହେବେ ୧.୨୬ ଲକ୍ଷରୁ ଊର୍ଦ୍ଧ୍ଵ କର୍ମକର୍ତ୍ତା।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନଙ୍କ ବୈଠକ ଦେୟ ₹୪,୦୦୦ରୁ ₹୪,୫୦୦ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଦେୟ ₹୨,୦୦୦ରୁ ₹୨,୫୦୦ କୁ ବୃଦ୍ଧି ହୋଇଛି। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନଙ୍କ ବୈଠକ ଦେୟ ₹୨,୦୦୦ରୁ ₹୨,୫୦୦ କୁ ବୃଦ୍ଧି ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ଦେୟ ₹୧,୦୦୦ରୁ ₹୧,୫୦୦କୁ ବୃଦ୍ଧି ହୋଇଛି। ଏଥିପାଇଁ ବର୍ଷକୁ ₹୨୪୯.୨୧ କୋଟି ଖର୍ଚ୍ଚ କରାଯିବ।
Assistance of ₹50, 000/- each to 7300 Bhagabat Tungis
ଆମ ରାଜ୍ୟରେ ଥିବା ୭୩୦୦ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।
ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। @IPR_Odisha
Revision of rates of DA to CG Employees effective from 01.01.2024
Additional Casual Leave in favour of Women Government Employees
Government of Odisha have been pleased to extend 10 days of Additional Casual Leave in a calendar year in favour of women Government employees over and above the existing 10 days of casual leave and 5 days of special casual leave.
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।
ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ। ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
Hike in pay & allowance of Sarapanch and other Panchayatiraj Representatives
ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା ୩୦୦ରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ, ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ୭,୫୦୦ ଟଙ୍କା, ସରପଞ୍ଚମାନେ ୧୦,୦୦୦ ଟଙ୍କା ଓ ନାଏବ ସରପଞ୍ଚମାନେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧକ୍ଷ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।
ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।
Revised payment of honorarium to the members of Panchayatiraj Institutions
Citizenship Amendment Act (CAA) notified
Highlights:
Citizenship (Amendment) Rules, 2024
The law does not deprive anyone of citizenship nor does it grant citizenship to anyone.
It merely modifies the category of people who can apply (for citizenship).
It does this by exempting the applicants from the definition of “illegal migrant" – any person who belongs to the Hindu, Sikh, Buddhist, Jain, Parsi or Christian community and is from Afghanistan, Bangladesh or Pakistan, who has entered India on or before the 31st day of December, 2014, and who has been exempted by the Central Government or the Foreigners Act, under clause (c) of sub-section (2) of section 3 of the Passport (Entry into India) Act, 1920, or the provisions of 1946 or under any rule.
ANANDBAN : A must visit place for all nature lovers in Bhubaneswar.
- ୮୯.୦୫ ଏକର : ବନାଞ୍ଚଳ
- ୫୫୦ ମିଟର : ପଥୁରିଆ ରାସ୍ତା
- ୩୨୭୫୦ ବର୍ଗଫୁଟ : ଜଳାଧାର
- ୧୨ ହଜାର : ମିୟାଓ୍ୱାକି ବନୀକରଣ
- ୧୦୦୦ ମିଟର : ପାଦଚଲା ମାଟି ରାସ୍ତା
- ୩୮୩୦ ମିଟର : ସାଇକେଲ ଚଲାପଥ
- ୧୦ ହଜାର : ସହରାଞ୍ଚଳ ବନାୟନ