Pages
Sunday, 31 December 2023
Saturday, 30 December 2023
"BSKY Nabin Card" : For all left out families of rural areas
Chief Minister, Naveen Pattnaik has announced the third phase of Biju Swasthya Kalyan Yojana and the new BSKY Nabin Card. It will provide quality healthcare service at no cost to almost all families in the rural areas across the State. With this expansion, over 1.10 Cr families, covering nearly 90% of the population of the State, will be provided health assurance under the scheme.
Smt Nina Singh assumes charge as CISF DG (First Woman) today
Smt Nina Singh, IPS (RJ: 89) assumed the charge of DG #CISF engraving a historic milestone as the first woman to helm this esteemed position. Her visionary leadership will usher this multi-skilled and multi -dimensional force to greater heights.
@CISFHQrs
Friday, 29 December 2023
Creation of ADM post for Padmapur Sub-Division
ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେବା ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ଯାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜନ। ପଦ୍ମପୁରର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। @ipr_odisha
Advertisement for Odisha Civil Services Examination, 2023
Thursday, 28 December 2023
Orientation Programme of Newly recruited Medical Officers and Dental Surgeons
6th GC Meeting of OSSA on 02.01.2024
The 6th General Council Meeting of the Odisha Secretariat Service Association, 2022-24 will be held on 02.01.2024 (Tuesday) at 6:30 pm in the Conference Hall of Association, Kharvel Nagar, Bhubaneswar.
Wednesday, 27 December 2023
Final Result of OJS - 2022 published
Tuesday, 26 December 2023
Y - Break @ Workplace
Y Break @ Workplace
Friday, 22 December 2023
ASO Recruitment Court Case : Single Judge Order quashed, OPSC allowed to continue recruitment process
22.12.2023
ଜଣିକିଆ ଖଣ୍ଡପୀଠଙ୍କ ତା୧୯.୦୫.୨୦୨୩ରିଖ ରାୟକୁ ଖାରଜ କଲେ ଡିଭିଜନ ବେଞ୍ଚ।
- ଚୟନ ପ୍ରକ୍ରିୟା ଯେଉଁଠାରେ ବନ୍ଦ ଥିଲା ସେଇଥରୁ ଚାଲୁ ରଖିବାକୁ OPSC କୁ ଅନୁମତି ।
- ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ।
- ଚୁଡ଼ାନ୍ତ ୭୯୬ ତାଲିକା ଖୁବ୍ ଶୀଘ୍ର।
# ସୂଚନାଯୋଗ୍ୟ ୭୯୬ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ୧୧୦୪ ଜଣ ପ୍ରାର୍ଥୀ ଙ୍କୁ ସର୍ଟଲିଷ୍ଟ କରାଯାଇ ସେମାନଙ୍କ ନଥିପତ୍ର ଯାଞ୍ଚ ସହିତ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ମଧ୍ୟ କରାଯାଇ ସାରିଛି।
କେବଳ ହାଇକୋର୍ଟଙ୍କ ରହିତାଦେଶ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ କରାଯାଇନଥିଲା । ତେଣୁ ବହୁତ ଶୀଘ୍ର ( ଆଶା କରାଯାଏ ଆସନ୍ତା ୭ ଦିନ ମଧ୍ୟରେ) ଚୂଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ନୂତନ ବର୍ଷରେ ସଚିବାଳୟରେ ନିଯୁକ୍ତି ମଧ୍ୟ ମିଲିଯିବାର ସମ୍ଭାବନା ଅଛି ।
## Judgement copy