ପ୍ରବାସୀ ଓଡିଆଙ୍କ ସାମଗ୍ରିକ ବିକାଶ, ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ତଥା ପ୍ରବାସୀ ଓଡିଆଙ୍କ ସହଉତ୍ତମ ସମ୍ପର୍କ ସ୍ଥାପନ କରିବା ଇତ୍ୟାଦି ଲକ୍ଷ୍ଯ ନେଇ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର "ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ" ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।
![]() |
Budget Session of Parliament Adjourned Sine Die Today
▪️Held 25 Sittings During Budget Session
▪️Eight Bills Introduced in Parliament
▪️Six Bills Passed by both houses of Parliament
Click here to read : pib.gov.in/Press Release
13948 Dt.03.04.2023
CLICK HERE TO VIEW / DOWNLOAD.PDF
Addl Chief Secy Satyabrata Sahu to remain in additional charge of Forest, Environment & Climate Change Dept
Smt Chitra Arumugam additional charge of Principal Secy of Public Enterprises Dept
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍ ସମ୍ବନ୍ଧୀତ ଅଭିଯୋଗ ଦାଖଲ କରିବା ପାଇଁ ଦିଆଯାଇଥିବା ସମୟସୀମା ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୭ରୁ ୩୧ ତାରିଖ ମଧ୍ଯରେ ପେନସନ୍ ଅଦାଲତ ପୋର୍ଟାଲ: pension.hrmsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପାଇଁ ମୋ ସେବା କେନ୍ଦ୍ରର ସହାୟତା ମଧ୍ଯ ନେଇପାରିବେ।
ସୂଚନାଯୋଗ୍ୟ, ଏହି ସମୟସୀମା ୨୦ ଜାନୁଆରୀ, ୨୦୨୩ ରୁ ୨୦ ଫେବୃଆରୀ, ୨୦୨୩ ପର୍ଯ୍ୟନ୍ତ ଦିଆଯାଇଥିଲା। ପେନସନ ସୁବିଧା ରୁ ବଞ୍ଚିତ ହୋଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ।