Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Monday, 25 October 2021
ପାକିସ୍ଥାନ ତ ଜିତିଗଲା, ଏବେ ପୁଣି ପାଠ ପଢିବା.....
ସମସ୍ତ ପାଠକ ମାନଙ୍କୁ ସ୍ୱାଗତ। ବିଗତ ପୋଷ୍ଟ ମାନଙ୍କରେ ନିଜ ଦ୍ୱାରା ପ୍ରସ୍ତୁତ ASO Preparation Strategy for 60 Days ମାଧ୍ୟମରେ କିଛି ମାତ୍ରାରେ ଆପଣମାନଙ୍କ ସହିତ ଯୋଡି ହେବାକୁ ଚେଷ୍ଟା କରିଛି। ଆଶା କରୁଛି କିଛି ମାତ୍ରାରେ ଆପଣମାନେ ଅନୁସରଣ କରୁଥିବେ। ଏବେ ଏହି ପୋଷ୍ଟ ରେ ଆଉ କିଛି ଲେଖିବାକୁ ଚେଷ୍ଟା କରୁଛି ଯାହାକି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ପ୍ରାୟ ସମସ୍ତଙ୍କ କାମରେ ଆସିବ।
Sunday, 24 October 2021
Productivity Linked Bonus Calculation
Friday, 22 October 2021
Tentative Gradation List of OSS Cadre for the year 2021
Cut-Off Marks and Answer Key of OCS Examination 2019
--------
Thursday, 21 October 2021
Cabinet approves release of additional 3% increase in Dearness Allowance
CABINET
Cabinet approves release of an additional instalment of Dearness Allowance to Central Government employees and Dearness Relief to Pensions, due from 01.07.2021
An increase of 3% over the existing rate of 28% of the Basic Pay / Pension
This will benefit about 47.14 lakh Central Government employees and 68.62 lakh pensioners
Impact on the exchequer on account of both Dearness Allowance and Dearness Relief would be Rs.9,488.70 crore per annum
Dearness Allowance and Dearness Relief hike due from 1st July, 2021 can be approved in Cabinet Meeting today
As per media sources, cabinet meeting will be held at 11:30 AM today under the chairmanship of Hon'ble Prime Minister.
It is expected that, 3% Dearness Allowance(DA) and Dearness Relief(DR) may be increased in the said Cabinet Meeting.
Wednesday, 20 October 2021
Tuesday, 19 October 2021
ASO Preparation Strategy : Day 36-50
ଆଶା କରୁଛି ସମସ୍ତ ଏଏସ୍ଓ ପରୀକ୍ଷାର୍ଥୀ ଭଲରେ ଥିବେ। ପୂଜା ଛୁଟି ବେଶ ଭଲରେ କଟିଥିବ। ଏବେ ପୁଣି ଫେରିବା ନିଜର ଲକ୍ଷ ସ୍ଥଳକୁ। ଏଏସ୍ଓ ପାଇଁ ପ୍ରସ୍ତୁତି। ବିଶେଷ କରି ଏହି ବ୍ଲଗର ନିୟମିତ ପାଠକ ମାନେ ସେମାନଙ୍କ ସହଯୋଗ ଜାରି ରଖିଛନ୍ତି ଏବଂ ସେମାନଙ୍କ ନିକଟରେ ସଚିବାଳୟ ତଥା ରାଜ୍ଯ ପ୍ରଶାସନିକ ଖବର ଯଥାସାଧ୍ଯ ପହଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ।
IAS/Sr OAS Reshuffle : New Collectors for Khurda & Jagatsinghpur
Monday, 18 October 2021
Decision on ASO recruitment very soon!!
As per information, a meeting is scheduled on 21.10.2021 at 4:00PM among Home Department, GA&PG Department and OPSC under the Chairmanship of Chief Secretary, Odisha regarding recruitment process for proposed post of ASOs.
Sunday, 17 October 2021
Saturday, 16 October 2021
Rehabilitation Assistance : Court Orders on pending cases may be challenged in higher forum
Dearness Allowance Rates : Since 1996
Friday, 15 October 2021
Reopening of Schools for Classes VIII & XI after Puja Vacation
ଶାରଦୀୟ ଅଭିନନ୍ଦନ ୨୦୨୧
ପବିତ୍ର ଦଶହରା ଅବସରରେ ସମସ୍ତ ପାଠକ ମାନଙ୍କୁ ଶାରଦୀୟ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ଆଶାକରୁଛି ସମସ୍ତେ ଜଗତଜନନୀ ମା' ଦୂର୍ଗତୀନାଶିନୀ ଦୂର୍ଗାଙ୍କ ଅପାର କରୁଣାରୁ ଭଲରେ ଥିବେ। ଆଗାମୀ ଦିନରେ ଆପଣମାନଙ୍କର ଉତ୍ତୋରତ୍ତର ଉନ୍ନତି ପାଇଁ ମା'ଙ୍କ ନିକଟରେ ମୋର ବିନମ୍ର ନିବେଦନ।