Tuesday, 30 May 2023

Cabinet Decision 29.05.2023

1. Excise Department : Conversion of the posts of Excise Constable and Assistant Sub-Inspector of Excise from District Cadre and EI & EB Unit Cadre to Divisional Cadre and State Cadre respectively. 

2. Higher Education Department : Inclusion of one post of Library Attendant in a college where the number of admissible student strength is more than 350 (three hundred fifty) 

Monday, 29 May 2023

"Mo Ghara" - Subsidized loan 1Lakh to 3 Lakh

ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି "#ମୋ_ଘର" ନାମରେ ନୂତନ ଯୋଜନା। ଏଥିରେ ଗୃହ ନିର୍ମାଣ/ ସଂପ୍ରସାରଣ ପାଇଁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଋଣ ସହାୟତା ମିଳିବ। (Click here for PRESS BRIEF) 

SEBC survey @ Convention Center for Government Employees


Inauguration of New Parliament Building

Saturday, 27 May 2023

Increased limit for tax exemption on leave Encashment for non-government salaried employees

 



District Level Ministerial Staff demand Level-9 salary : Mass Leave w.e.f. 1st June

ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ଅମଲା ମାନେ ନିଜର ୪୨୦୦ ଗ୍ରେଡ ପେ (ଲେବଲ - ୯) ଦାବି ନେଇ ଆସନ୍ତା ଜୁନ ୧ ତାରିଖରୁ ସମୁହ ଛୁଟି ନେଇ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

Friday, 26 May 2023

SEBC Survey extended till 6th June : Employees can enumerate family members online

ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ଯ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସହିତ) ଏନୁମରେଟର୍‌ମାନେ ଘରକୁ ଘର ବୁଲି ତଥ୍ଯ ସଂଗ୍ରହ କରିବେ। ପୂର୍ବରୁ ମଇ ମାସ ୧ ତାରିଖରୁ ୨୭ ତାରିଖ ପର୍ୟ୍ଯନ୍ତ ଏହି ସର୍ଭେ କାର୍ଯ୍ୟ ପାଇଁ ସ୍ଥିରୀକୃତ ହୋଇଥିଲା। 

Nikunja Bihari Dhal, IAS assigned additional charge of Energy Department

ASO Recruitment 08/2012-13 : Notice of OPSC cancelled

ଘଟଣାକ୍ରମ:
୧) ଓଡିଶା ଲୋକସେବା ଆୟୋଗ (OPSC) ଦ୍ୱାରା ୨୦୧୨ ମସିହାରେ ପ୍ରକାଶ ପାଇଥିବା ସଚିବାଳୟ ଏଏସ୍ଓ ନିଯୁକ୍ତି ବିଜ୍ଞାପନ (Advt 08/2012-13) ଆଧାରରେ ପରୀକ୍ଷା କରାଯାଇ ୮୧୧ ପଦବୀ ପାଇଁ ଚୁଡାନ୍ତ ତାଲିକା ତା.୧୦.୦୯.୨୦୧୬ ରିଖରେ ପ୍ରକାଶ ପାଇଥିଲା।  (ଚୁଡାନ୍ତ ତାଲିକା) 

Transfer & posting of OAS Officers

Thursday, 25 May 2023

UPSC Civil Service Examination 2022 result published

One of the most difficult competitive tests in India is considered to be the UPSC (Union Public Service Commission) exam. Every year, thousands of hopefuls put in extensive preparation work in an effort to land a desired post in the illustrious public services of the nation.
The Civil Service Examination 2022 results were released by the Union Public Service Commission (UPSC) on May 23, 2023.
There are currently 933 qualifying candidates for the 2022 civil services examination, including 613 men and 320 women. There are 14 women among the top 25 applicants. The UPSC administers the civil services examination every year in three stages—preliminary, main, and interview—to choose candidates for the IAS, IPS, and IFS.

Property Statement submission extended till 30.06.2023

 


659 Dt.24.05.2023

Wednesday, 24 May 2023

Office bearers of "Odisha Secretariat Low Paid Government Servant Association" for the year 2023-25

21773 Dt.23.05.2023

GA&PG Deptt Champion : SMCA Cup 2023

23.05.2023 : ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜୟୀ ହୋଇ ଟ୍ରଫି ହାସଲ କରିଛି। ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୭ ଅପ୍ରେଲ ରୁ ଆରମ୍ଭ ହୋଇଥିଲା। ସଚିବାଳୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। 

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୬ ଓ୍ୱିକେଟ ହରାଇ ୧୨୩ ରନ୍ କରିଥିଲା। ଦଳ ତରଫରୁ ମନୋରଞ୍ଜନ ସର୍ବାଧିକ ୫୭ ରନ୍ କରିଥିଲେ। ଏହି ହାଇସ୍କୋରକୁ ପିଛା କରି ସୂଚନା ଓ ଲୋକସଂପର୍କ ବିଭାଗ ୧୦ ଓଭରରେ ୭ ଓ୍ୱିକେଟ ହରାଇ ମାତ୍ର ୬୮ ରନ୍ କରିପାରିଥିଲା। ଦଳ ପକ୍ଷରୁ ଆଲୋକ ମହାରଣା ସର୍ବାଧିକ ୩୭ ରନ୍ କରିଥିବା ବେଳେ, ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ପତନ ହୋଇଚାଲିଥିଲା । ଉଭୟ ବିବେକ ଓ ମନୋରଞ୍ଜନ ୩ଟି ଲେଖାଏଁ ଓ୍ୱିକେଟ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଚମ୍ପିୟାନ କରିବାରେ ସହାୟକ ହୋଇଥିଲେ। ଉକ୍ତ ମ୍ୟାଚରେ ମନୋରଞ୍ଜନ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। 

ଚଳିତ ସିରିଜରେ ଆଲୋକ ମହାରଣା (୩୪୨ ରନ୍ ଓ ୧୫ ଓ୍ୱିକେଟ) ମ୍ୟାନ ଅଫ ଦି ସିରିଜ ଟ୍ରଫି ହାସଲ କରିଥିଲେ। 





Monday, 22 May 2023

SMCA CUP 2023 FINAL MATCH : I&PR Deptt Vs GA&PG Deptt

ସଚିବାଳୟ ମିନି ଷ୍ଟାଡିୟମରେ ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ଦ୍ଵାରା ଆୟୋଜିତ ଅନ୍ତଃବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସେମିଫାଇନାଲ ମ୍ୟାଚ ରେ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛନ୍ତି। 

ପ୍ରଥମ ସେମିଫାଇନାଲ ମ୍ୟାଚ ରେ ସୂଚନା ଓ ଲୋକ ସଂପର୍କ ବିଭାଗ, ଅର୍ଥ ବିଭାଗ କୁ ୩୮ ରନ୍ ରେ ପରାସ୍ତ କରିଥିବା ବେଳେ, ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କୁ ୧୦୨ ରନ୍ ରେ ପରାସ୍ତ କରିଥିଲା।

ଫାଇନାଲ ମ୍ୟାଚ ଆସନ୍ତା ୨୩ ତାରିଖ ରେ ଖେଳାଯିବ। 

SEMIFINAL - 2


SEMIFINAL - 1

Creation of "Directorate of Odisha Parivar" under OLL&C Department

2601 Dt.22.05.2023

Portfolios for New Ministers

Sri Bikram Keshari Arukha
Finance Department

Sri Sudam Marandi
School & Mass Education Department

Sri Sarada Nayak
Labour & Employees' State Insurance

Saturday, 20 May 2023

OPSC ASO Court Case : Judgement Copy Dt.19.05.2023


EXTRACT OF THE JUDGEMENT
63. Accordingly, the writ petition stands allowed. The merit/select (short listed) list published vide Notice dated 07.11.2022 by the OPSC for document verification and skill test under Annexure-5 is hereby quashed. Consequential, Press Notice dated 10.11.2022 and 22.11.2022 are also hereby quashed. It is further directed that the OPSC shall redraw the select /merit (short listed) list strictly in terms of the Rule-6(5) and Rule-6(6) as well as the schedule appended to the Rules, 2016 on the basis of the aggregate marks secured by the candidates. Accordingly, the candidates shall be called for verification of document and to participate in the skill test on the basis of redrawn merit/select (short listed) within a period of two months from today. Further it is directed that both the State Government as well as the OPSC shall ensure that the selection process continues strictly in terms of the Rules, 2016. There shall be no order as to cost.  Click here to view / download. PDF